ସେପ୍ଟେମ୍ବର 11,13 ଏବଂ 15 ରେ ପ୍ରଧାନମନ୍ତ୍ରୀ ମୋଦୀ କ୍ରମଶଃ ଅଙ୍ଗନବାଡ଼ି କର୍ମୀ ,ବୁଥ୍ କର୍ମୀ ଏବଂ ବିଭିନ୍ନ ଏନଜିଓର ସଦସ୍ୟ ଓ ସ୍ୱେଚ୍ଛାସେବୀମାନଙ୍କ ସହିତ ମତ ବିନିମୟ କରିବେ । ସେପ୍ଟେମ୍ବର 15 ରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ବଡ଼ ସ୍ୱଚ୍ଛତା ଅଭିଯାନରୁ ଗୋଟିଏ 'ସ୍ୱଚ୍ଛତା ହିଁ ସେବା' ର ଶୁଭାରମ୍ଭ କରିବେ ।'