41 Indian Foreign Service Officer Trainees meet PM Narendra Modi
Foreign Service officers must be extremely well informed and think in a global perspective: PM Modi

ଆଜି ଭାରତୀୟ ବୈଦେଶିକ ସେବା, 2016 ବ୍ୟାଚର 41 ଜଣ ପ୍ରଶିକ୍ଷାର୍ଥୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି l

ଏହି ଅବସରରେ ନିଜ ଅନ୍ତର୍ଦୃଷ୍ଟି ବ୍ୟକ୍ତ କରି, ପ୍ରଧାନମନ୍ତ୍ରୀ ବୈଦେଶିକ ସେବା ଅଧିକାରୀ ମାନେ ଅଧିକ ସୂଚନା ପ୍ରାପ୍ତ କରିବା ଓ ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଚିନ୍ତା କରିବାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ  l

 ସେ ଅଧିକାରୀମାନଙ୍କୁ ନିଜ ବ୍ୟାଚର ଅନ୍ୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହିତ ସମ୍ପର୍କରେ ରହିବା ପାଇଁ ପରାମର୍ଶ ଦେଇଥିଲେ ଯଦ୍ୱାରା ସେମାନେ ଦେଶ ଭିତରେ ଘଟୁଥିବା ଘଟଣା ବିଷୟରେ ଭଲ ଭାବେ ଜାଣିପାରିବେ l

ପ୍ରଧାନମନ୍ତ୍ରୀ କହିଥିଲେ, ମୋଟାମୋଟି ଭାବେ ସାରା ବିଶ୍ଵ ବିଶ୍ଵାସ କରେ ଯେ ଭାରତର ଏକ ଉଜ୍ଜ୍ଵଳ ଭବିଷ୍ୟତ ରହିଛି ଏବଂ ଭାରତର ବର୍ଦ୍ଧିଷ୍ଣୁ ପ୍ରତିଷ୍ଠା ସହ ଏହା ସ୍ଵଚ୍ଛନ୍ଦ l

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 16, 2025
February 16, 2025

Appreciation for PM Modi’s Steps for Transformative Governance and Administrative Simplification