ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ‘ଅପରେସନ ଦୋସ୍ତ’ ଅନ୍ତର୍ଗତ ଭାରତ ଅଧିକରୁ ଅଧିକ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବ ।
ତୁର୍କୀରେ ଭାରତୀୟ ଟିମର ଭୂମିକା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆମ ଟିମଗୁଡିକ ‘ଅପରେସନ ଦୋସ୍ତ’ର ଅଂଶ ଭାବରେ ଦିନରାତି କାମ କରୁଛନ୍ତି । ସେମାନେ ଅଧିକରୁ ଅଧିକ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ନିଜର ସମସ୍ତ ପ୍ରୟାସ ଜାରି ରଖିବେ । ଏହି ସଙ୍କଟଜନକ ସମୟରେ ଭାରତ ତୁର୍କୀବାସୀଙ୍କ ସହ ଦୃଢ ଭାବେ ଛିଡା ହୋଇଛି ।”
Our teams are working day and night as a part of ‘Operation Dost.’ They will keep giving their best to ensure maximum lives and property are saved. In this critical time, India stands firmly with the people of Türkiye. https://t.co/FJT9ve4TYj
— Narendra Modi (@narendramodi) February 10, 2023