ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ସୁକମାରେ ହୋଇଥିବା ଆକ୍ରମଣରେ ସହିଦ ବୀର ସିଆରପିଏଫ ଯବାନମାନଙ୍କୁ ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ଛତିଗଡର ସୁକମାଠାରେ ସହିଦ ହୋଇଥିବା ସିଆରପିଏଫ ଯବାନମାନେ ଭାରତ ପାଇଁ ଚିର ନମସ୍ୟ ଏବଂ ସମ୍ମାନର ପାତ୍ର । ଦୁଃଖର ଏହି ମୁହୂର୍ତ୍ତରେ ବୀର ସହିଦମାନଙ୍କ ବନ୍ଧୁ ଓ ପରିବାରଜନଙ୍କ ସହିତ ମୁଁ ଛିଡା ହୋଇଛି । ଦୁଃଖର ଏହି ସମୟରେ ଦେଶ କାନ୍ଧକୁ କାନ୍ଧ ମିଶାଇ ସହିଦମାନଙ୍କ ବନ୍ଧୁ ଓ ପରିଜନଙ୍କ ସହିତ ଛିଡା ହୋଇଛନ୍ତି’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
India salutes the brave @crpfindia personnel who were martyred in the attack in Sukma, Chhattisgarh.
— Narendra Modi (@narendramodi) March 13, 2018
My thoughts are with the families and friends of the brave martyrs. The nation stands shoulder to shoulder with them in this hour of grief.