ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଏହି ସଫଳତା ଦେଶର ଯୁବପୀଢ଼ିଙ୍କର ଶକ୍ତି ଏବଂ ପ୍ରତିଭା ବୋଲି କହିଛନ୍ତି ।

ବିଭିନ୍ନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ବିଷୟରେ ଏକ୍ସ ପ୍ଲାଟଫର୍ମରେ ମାଇଗଭ୍‌ର ଅପ୍‌ଡେଟ୍‌ଗୁଡିକର ଉତ୍ତର ଦେଇ ଶ୍ରୀ ମୋଦି ପୋଷ୍ଟ କରିଛନ୍ତି :

“ଭାରତ ଉଲ୍ଲେଖନୀୟ ସଫଳତାର ଏକ ଟ୍ରେଣ୍ଡ୍ ସ୍ଥିର କରୁଛି ଏବଂ ଏହା ଆମର ପ୍ରତିଭାଶାଳୀ ଯୁବପୀଢ଼ିଙ୍କ ଯୋଗୁଁ ହେଉଛି! ଏବଂ ଭବିଷ୍ୟତରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଯାଉଛୁ ।”


 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
RSS is banyan tree of India's Immortal culture, says PM Modi

Media Coverage

RSS is banyan tree of India's Immortal culture, says PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 30, 2025
March 30, 2025

Citizens Appreciate Economic Surge: India Soars with PM Modi’s Leadership