ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି,ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି । ଶ୍ରୀ ମୋଦୀ କହିଛନ୍ତି, ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପିକ୍ସେଲସ୍ପେସ @PixxelSpace ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି ଏବଂ ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ମଧ୍ୟ ସୂଚାଉଛି ।”
India's first private satellite constellation by @PixxelSpace showcases the exceptional talent of India's youth and highlights the expanding capabilities of our private sector in the space industry. https://t.co/Sgh3uUDPmF
— Narendra Modi (@narendramodi) January 17, 2025