ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗିତା ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଇଣ୍ଡୋନେସିଆ ଆମର ଆକ୍ଟ ଇଷ୍ଟ ନୀତିର ମୂଳ ସ୍ଥାନ ଏବଂ ଇଣ୍ଡୋନେସିଆର ବ୍ରିକ୍ସ ସଦସ୍ୟତାକୁ ଭାରତ ସ୍ୱାଗତ କରୁଛି ।

 

|

ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ଭାରତ ଗୌରବାନ୍ୱିତ ।

ଯେତେବେଳେ ଆମେ ଆମର ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲୁ, ସେହିସମୟରେ ଇଣ୍ଡୋନେସିଆ ଅତିଥି ରାଷ୍ଟ୍ର ଥିଲା ଏବଂ ବର୍ତ୍ତମାନ, ଯେତେବେଳେ ଆମେ ଭାରତ ଗଣତାନ୍ତ୍ରିକ ଦେଶ ହେବାର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ରାଷ୍ଟ୍ରପତି ସୁବିଆନ୍ତୋ ଏହି ଉତ୍ସବରେ ଯୋଗଦେବେ । ଆମେ ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲୁ ।

 

|

@prabowo”

“ଆମେ ସୁରକ୍ଷା, ପ୍ରତିରକ୍ଷା ଉତ୍ପାଦନ, ବାଣିଜ୍ୟ, ଫିନ୍‌ଟେକ୍‌, ଏଇ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ଗଭୀର କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ । ଖାଦ୍ୟ ନିରାପତ୍ତା, ଶକ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରଗୁଡିକ ମଧ୍ୟ ସେହି କ୍ଷେତ୍ର ଯେଉଁଠାରେ ଆମେ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ।”

 

|

“ବିଭିନ୍ନ ବହୁପକ୍ଷୀୟ ପ୍ଲାଟଫର୍ମରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟ ଘନିଷ୍ଠ ସହଯୋଗ କରୁଛନ୍ତି । ଇଣ୍ଡୋନେସିଆ ଆମର ଆକ୍ଟ ଇଷ୍ଟ ନୀତିର ମୂଳ ସ୍ଥାନ ଏବଂ ଆମେ ଇଣ୍ଡୋନେସିଆର ବ୍ରିକ୍ସ ସଦସ୍ୟତାକୁ ସ୍ୱାଗତ କରୁଛୁ ।”

 

|
  • Prasanth reddi March 21, 2025

    జై బీజేపీ జై మోడీజీ 🪷🪷🙏
  • Jitendra Kumar March 08, 2025

    🙏🇮🇳
  • கார்த்திக் March 03, 2025

    Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🙏🏻
  • अमित प्रेमजी | Amit Premji March 03, 2025

    nice👍
  • vickram khurana March 03, 2025

    jai shri ram
  • கார்த்திக் February 23, 2025

    Jai Shree Ram 🚩Jai Shree Ram 🌼Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🌼
  • Vivek Kumar Gupta February 20, 2025

    नमो ..🙏🙏🙏🙏🙏
  • Vivek Kumar Gupta February 20, 2025

    जय जयश्रीराम ................................. 🙏🙏🙏🙏🙏
  • रीना चौरसिया February 19, 2025

    https://timesofindia.indiatimes.com/india/reds-in-retreat-bastar-to-hoist-tiranga-this-republic-day/articleshow/117566179.cms
  • Mora Narshima Reddy February 16, 2025

    జైశ్రీరామ్ Jay Shri Ram
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
RSS is banyan tree of India's Immortal culture, says PM Modi

Media Coverage

RSS is banyan tree of India's Immortal culture, says PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 30, 2025
March 30, 2025

Citizens Appreciate Economic Surge: India Soars with PM Modi’s Leadership