ଆଇଏମଏଫର ବିକାଶ ପୂର୍ବାନୁମାନ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବ ଉଦ୍ଭାବନର ଏକ ପାୱାରହାଉସ୍ । ଏହା ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳ କାରଣରୁ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଆମ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଆମର ଯାତ୍ରାକୁ ଆହୁରି ମଜଭୁତ କରିବାର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।
ଆଇଏମଏଫର ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳରେ ଚାଳିତ ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଏକ ପାୱାରହାଉସ୍ । ଆମେ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଯାତ୍ରାକୁ ଆହୁରି
ମଜଭୁତ କରିବୁ ।’
Powered by the strength and skills of our people, India is a global bright spot, a powerhouse of growth and innovation. We will continue to strengthen our journey towards a prosperous India, further boosting our reforms trajectory. https://t.co/CvHw4epjoZ
— Narendra Modi (@narendramodi) October 10, 2023