ସଠିକ ଖାଦ୍ୟ ଏବଂ ଉଚିତ୍ ନିଦ୍ରା ଜଣଙ୍କୁ ପରୀକ୍ଷାରେ ଭଲରେ ଲେଖିବାରେ ସାହାଯ୍ୟ କରିବ ବୋଲି ଜୋର ଦେଇ କହିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ୍ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି :

“ଯଦି ତୁମର ଖାଇବା ଠିକ୍ ଅଛି, ତେବେ ତୁମେ ପରୀକ୍ଷାକୁ ଭଲ ଭାବରେ ଲେଖିବାରେ ସକ୍ଷମ ହେବ ! ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ୍ ପରୀକ୍ଷା ପ୍ରସ୍ତୁତି ସମୟରେ ଖାଦ୍ୟ-ପାନୀୟ ଏବଂ ଭଲ ନିଦ ବିଷୟ ଉପରେ ଆଧାରିତ । ଆସନ୍ତାକାଲି ଫେବୃଆରୀ ୧୪ ତାରିଖରେ ଏହି ବିଷୟ ଉପରେ ସୋନାଲି ସବରୱାଲ୍‌, ରୁଜୁତା ଦିୱାକର ଏବଂ ରେୱନ୍ତ ହିମତସିଙ୍ଗକାଙ୍କ ମତାମତ ଶୁଣନ୍ତୁ ।

#PPC2025 #ExamWarriors

@foodpharmer2”

 

  • Pankaj Singh Bhakuni June 12, 2025

    सियाराम 🙏🙏🙏🙏🙏🙏
  • Virudthan June 01, 2025

    🌺🌺🌺ஓம் கணபதி போற்றி🌺 🌹🌹 🌺🌺🌺ஓம் விநாயகர் போற்றி🌹🌹🌹ஓம் முருகா🙏ஓம் முருகா🙏 🍁🔴🍑🌹🌹🌹🌹🍎🍅🌺🍁🎄🥝🍏🥦🥒🫒🍍🍪🥞🍊🍒🥑🌽🚩🍉🥮 🔴🔴🔴🔴Vande Matram🚩 Jai Shri Ram🙏🔴🔴
  • Jitendra Kumar May 05, 2025

    🇮🇳🇮🇳🙏🙏
  • Dalbir Chopra EX Jila Vistark BJP May 04, 2025

    जय श्री राम
  • Dalbir Chopra EX Jila Vistark BJP May 04, 2025

    एऐ
  • Dalbir Chopra EX Jila Vistark BJP May 04, 2025


  • Nabsundra Banua May 03, 2025

    Jay shree ram
  • Rajni May 01, 2025

    जय हो 🙏🙏
  • Chetan kumar April 29, 2025

    हर हर मोदी
  • Anjni Nishad April 23, 2025

    🚩🚩
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Govt bolsters Agri Stack with ₹6,000 crore allocation to empower farmers

Media Coverage

Govt bolsters Agri Stack with ₹6,000 crore allocation to empower farmers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2025
June 15, 2025

Citizens Appreciate PM Modi’s Decade of Transformation - Empowering India, Inspiring the World