ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମି ବିଜେତା ଭାରତୀୟ ସଂଗୀତଜ୍ଞ ରିକି କେଜଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଙ୍ଗୀତ ପ୍ରତି ଆପଣଙ୍କର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ରିକି କେଜ୍ ତୁମକୁ ଭେଟି ବହୁତ ଖୁସି! ସଂଗୀତ ପ୍ରତି ତୁମର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି । ତୁମର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।”
Happy to have met you @rickykej! Your passion and enthusiasm towards music keeps getting even stronger. Best wishes for your future endeavours. pic.twitter.com/8kalYNCaK9
— Narendra Modi (@narendramodi) April 14, 2022