କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥାୱରଚନ୍ଦ ଗେହଲଟ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:
“କର୍ଣ୍ଣାଟକ ରାଜ୍ୟପାଳ, ଶ୍ରୀ @TCGEHLOT ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି @narendramodi।”
Governor of Karnataka, Shri @TCGEHLOT, met Prime Minister @narendramodi. pic.twitter.com/ZPDuIMS6BO
— PMO India (@PMOIndia) July 12, 2024