ଝାଡଖଣ୍ଡର ରାଜ୍ୟପାଳ ଶ୍ରୀ ସନ୍ତୋଷ ଗାଙ୍ଗୱାର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ଝାଡଖଣ୍ଡର ରାଜ୍ୟପାଳ ଶ୍ରୀ ସନ୍ତୋଷ ଗାଙ୍ଗୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।”
Governor of Jharkhand, Shri @santoshgangwar, had a meeting with PM @narendramodi. pic.twitter.com/JALM2rm9hE
— PMO India (@PMOIndia) August 3, 2024