ଯୀଶୁ ଖ୍ରୀଷ୍ଟଙ୍କୁ କରୁଣା ଏବଂ ଆଦର୍ଶର ଏକ ସମ୍ପୂର୍ଣ୍ଣ ଅବତାର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଗୁଡ ଫ୍ରାଇଡେ ଅବସରରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, "ଗୁଡ ଫ୍ରାଇଡେ ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନର ଗାଥା ମନେ ପକାଇଦିଏ । ଦୟାର ଅବତାର ପ୍ରଭୁ ଯୀଶୁ ଦୀନହୀନ ଏବଂ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲେ" ।
Good Friday reminds us about the struggles and sacrifices of Jesus Christ. A perfect embodiment of compassion, He was devoted to serving the needy and healing the sick.
— Narendra Modi (@narendramodi) April 2, 2021