ଗୋଆ ରାଜ୍ୟପାଳ ଶ୍ରୀ ପି ଏସ୍ ଶ୍ରୀଧରନ୍ ପିଲାଇ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି;
“ଗୋଆ ରାଜ୍ୟପାଳ ଶ୍ରୀ ପି ଏସ୍ ଶ୍ରୀଧରନ୍ ପିଲାଇ ଆଜି ପ୍ରଧାନମନ୍ତ୍ରୀଙ୍କୁ @narendramodi ଭେଟିଛନ୍ତି ।”
Governor of Goa, Shri P.S. Sreedharan Pillai, met Prime Minister @narendramodi today. pic.twitter.com/4OEnGOlwEt
— PMO India (@PMOIndia) July 17, 2024