ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଅହମ୍ମଦାବାଦରେ ଦୁଇଟି ମେଗା ରୋଡ୍ ଶୋ' କରିଥିଲେ । ପ୍ରଥମ ରୋଡ୍ ଶୋ' ଅହମ୍ମଦାବାଦ ବିମାନବନ୍ଦରରୁ ସାବରମତି ଆଶ୍ରମ ପର୍ଯ୍ୟନ୍ତ ହୋଇଥିଲା ଯେଉଁଠାରେ ନେତାମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ରୋଡ ଶୋ' ସାବରମତି ଆଶ୍ରମରୁ ଆରମ୍ଭ ହୋଇ ମୋଟେରାର କ୍ରିକେଟ୍ ଷ୍ଟାଡିୟମରେ ଶେଷ ହୋଇଥିଲା ଯେଉଁଠାରେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନେ ରାସ୍ତାରେ ଭିଡ଼ ଜମାଇଥିଲେ ।

|

 

|
|

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Commercial LPG cylinders price reduced by Rs 41 from today

Media Coverage

Commercial LPG cylinders price reduced by Rs 41 from today
NM on the go

Nm on the go

Always be the first to hear from the PM. Get the App Now!
...
PM Modi's remarks during joint press meet with President of Chile
April 01, 2025

At the joint press meet with President Gabriel Boric of Chile, PM Modi highlighted growing India-Chile ties in trade, critical minerals, renewable energy and digital infrastructure. He welcomed talks on a Comprehensive Economic Partnership Agreement and Chile's role as a gateway to Antarctica. He also praised Chile's recognition of November 4 as National Yoga Day and growing interest in Ayurveda and traditional medicine.