ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -
" ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ , ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଗୌରବ ପାଇଥିବା ସମସ୍ତଙ୍କ ଜୀବନ ଏବଂ କାର୍ଯ୍ୟର ଝଲକ ପ୍ରଦାନ କରୁଛି ତାହାକୁ ପରିଦର୍ଶନ କରିଥିବାରୁ ମୁଁ ଖୁସି ଅନୁଭବ କରୁଛି । ମୁଁ ଅନ୍ୟ ମାନଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ ।
Glad that Rashtrapati Ji visited the PM Sangrahalaya, which gives a glimpse of the life and work of all those who have had the honour to serve as India's Prime Minister. I would also urge others, especially youngsters, to visit the Sangrahalaya. https://t.co/HD37P2WUQ5
— Narendra Modi (@narendramodi) January 15, 2024