ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓବାମା ଫାଉଣ୍ଡେସନରେ ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ନେତୃତ୍ୱରେ ଚାଲିଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା କରିଛନ୍ତି ଏବଂ ଭାରତ-ଆମେରିକା ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣର ପ୍ରଶଂସା କରିଛନ୍ତି ।
It was a pleasure to meet, once again, former President @BarackObama, and learn about the new initiatives being taken forward under his leadership at the @ObamaFoundation and his perspectives on further strengthening India-US strategic partnership. pic.twitter.com/fvoGgF6CZM
— Narendra Modi (@narendramodi) December 1, 2017