ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁଭେଟିଛନ୍ତି ।
ଭାରତରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ତାଙ୍କ ଆଗ୍ରହକୁ ଶ୍ରୀ ମୋଦୀପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଦେଶର ଜଣେ ବିଶିଷ୍ଟ ପୁଲିସ ଅଫିସର ଶ୍ରୀ ପ୍ରକାଶ ସିଂହ ଜୀଙ୍କୁ ଭେଟିବାବାସ୍ତବରେ ଆନନ୍ଦର ବିଷୟ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେତାଙ୍କର ଆଗ୍ରହ ବେଶ୍ ଉଲ୍ଳେଖନୀୟ । @singh_prakash”
It was indeed wonderful to have met one of the most distinguished police officers of our nation, Shri Prakash Singh Ji. His passion towards strengthening India’s security apparatus is noteworthy. @singh_prakash https://t.co/ZUIhtSstAY
— Narendra Modi (@narendramodi) September 3, 2024