ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ରିଲାଟେରାଲ ଫ୍ରେମୱର୍କ ନେତାମାନଙ୍କର ପ୍ରଥମ ବୈଠକରେ ଅଂଶଗ୍ରହଣ କରିବେ । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଆମେରିକା ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ  ମଧ୍ୟ ସାମିଲ ହେବେ ।

 

ନେତାମାନେ ପାରସ୍ପରିକ ସ୍ୱାର୍ଥ ଆଧାରିତ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ବଜାୟ ରଖିବା ଦିଗରେ ସହଯୋଗର ବାସ୍ତବ କ୍ଷେତ୍ର ସଂକ୍ରାନ୍ତରେ ମତବିନିମୟ କରିବେ। ଏହି ଶିଖର ସମ୍ମିଳନୀରେ ସହନଶୀଳ ଯୋଗାଣ ଶୃଙ୍ଖଳ, ଉଦୀୟମାନ ଏବଂ ଜରୁରି ପ୍ରଯୁକ୍ତି, ସାମୁଦ୍ରିକ ନିରାପତ୍ତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସାମୟିକ ଆହ୍ୱାନ ସଂକ୍ରାନ୍ତରେ ସେମାନେ ମତ ବିନିମୟ କରିବେ ।

 

କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ଜାରି ରହିଥିବା ପ୍ରୟାସ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିରାପଦ, ସମାନୁପାତିକ ଏବଂ ସୁଲଭ ଟୀକା ଯୋଗାଣ ସୁନିଶ୍ଚିତ କରିବା କ୍ଷେତ୍ରରେ ସହଯୋଗର ସମ୍ଭାବନା ଉଜାଗର କରିବା ନେଇ ନେତାମାନେ ଆଲୋଚନା କରିବେ ।

  • narendra shukla January 28, 2024

    narendra modi जिन्दाबाद
  • शिवकुमार गुप्ता February 18, 2022

    जय माँ भारती
  • शिवकुमार गुप्ता February 18, 2022

    जय भारत
  • शिवकुमार गुप्ता February 18, 2022

    जय हिंद
  • शिवकुमार गुप्ता February 18, 2022

    जय श्री सीताराम
  • शिवकुमार गुप्ता February 18, 2022

    जय श्री राम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India: The unsung hero of global health security in a world of rising costs

Media Coverage

India: The unsung hero of global health security in a world of rising costs
NM on the go

Nm on the go

Always be the first to hear from the PM. Get the App Now!
...
Haryana Chief Minister meets PM Modi
February 27, 2025

The Chief Minister of Haryana, Shri Nayab Singh Saini met the Prime Minister, Shri Narendra Modi today.

The Prime Minister’s Office handle posted on X:

“Chief Minister of Haryana, Shri @NayabSainiBJP, met Prime Minister @narendramodi.

@cmohry”