Quoteବାଣିଜ୍ୟ, ଆର୍ଥିକ ସମ୍ପର୍କ ସମେତ ଶକ୍ତି, ଯୋଗାଯୋଗ କ୍ଷେତ୍ରରେ ପାରସ୍ପରିକ ସହଯୋଗ ସକାଶେ ଆଲୋଚନା
Quoteନିକଟରେ ମସ୍କୋ ଓ କାଜାନ ଗସ୍ତ ଅବସରରେ ରାଷ୍ଟ୍ରପତି ପୁତିନଙ୍କ ସହ ସାକ୍ଷାତ ସମୟରେ ହୋଇଥିବା ନିଷ୍ପତ୍ତି ଲାଗୁ ପାଇଁ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
Quoteରୁଷ୍ ମହାସଂଘର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାନ୍ତୁରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ରୁଷ୍ ମହାସଂଘର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାନ୍ତୁରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

 

|

ବାଣିଜ୍ୟ, ଅର୍ଥନୈତିକ ବନ୍ଧୁତ୍ୱ ସମେତ ଶକ୍ତି, ଯୋଗାଯୋଗ ଆଦି କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ନିକଟରେ ତାଙ୍କ ଗସ୍ତ ଅବସରରେ ରାଷ୍ଟ୍ରପତି ପୁତିନଙ୍କ ସହ ଭେଟ ସମୟରେ ଭାରତ-ରୁଷିଆ ରଣନୀତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବାକୁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଲାଗୁ କରିବାକୁ ଉଭୟ ଦେଶ ପକ୍ଷରୁ ହୋଇଥିବା ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ ।

ରାଷ୍ଟ୍ରପତି ପୁତିନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆଲୋଚନା ପାଇଁ ଇଚ୍ଛୁକ ଥିବା କହିଥିଲେ ।

 

  • Vivek Kumar Gupta January 01, 2025

    नमो ..🙏🙏🙏🙏🙏
  • MAHESWARI K December 19, 2024

    Jai kishan
  • Vishal Seth December 17, 2024

    जय श्री राम
  • DEBASHIS ROY December 05, 2024

    🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
  • DEBASHIS ROY December 05, 2024

    joy hind joy bharat
  • DEBASHIS ROY December 05, 2024

    bharat mata ki joy
  • கார்த்திக் December 04, 2024

    🌺ஜெய் ஸ்ரீ ராம்🌺जय श्री राम🌺જય શ્રી રામ🌺 🌺ಜೈ ಶ್ರೀ ರಾಮ್🌺ଜୟ ଶ୍ରୀ ରାମ🌺Jai Shri Ram 🌺🌺 🌺জয় শ্ৰী ৰাম🌺ജയ് ശ്രീറാം 🌺 జై శ్రీ రామ్ 🌺🌹
  • Vishnu Mohan Bhardwaj December 03, 2024

    हिंदुस्तान का सबसे पुराना मित्र रूस
  • ram Sagar pandey December 02, 2024

    🌹🙏🏻🌹जय श्रीराम🙏💐🌹जय माता दी 🚩🙏🙏जय श्रीकृष्णा राधे राधे 🌹🙏🏻🌹🌹🌹🙏🙏🌹🌹जय श्रीराम 🙏💐🌹जय माँ विन्ध्यवासिनी👏🌹💐
  • Avdhesh Saraswat November 30, 2024

    HAR BAAR MODI SARKAR
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Manufacturing sector pushes India's industrial output growth to 5% in Jan

Media Coverage

Manufacturing sector pushes India's industrial output growth to 5% in Jan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2025
March 13, 2025

Viksit Bharat Unleashed: PM Modi’s Policies Power India Forward