ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିରେ ଥିବା ପ୍ରବଳ ଶକ୍ତି ଓ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସୁଫଳକୁ ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଅର୍ଥନୈତିକ ସର୍ଭେ ଆମ ଅର୍ଥନୀତିର ପ୍ରବଳ ଶକ୍ତି ଓ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସୁଫଳକୁ ଦର୍ଶାଉଛି ।
ଆମେ ବିକଶିତ ଭାରତ ଗଠନ ଦିଗକୁ ଯାଉଥିବାରୁ କେଉଁ କେଉଁ କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଓ ବିକାଶର ସୁଯୋଗ ଅଛି ତାହାକୁ ମଧ୍ୟ ଏହା ଚିହ୍ନ କରୁଛି” ।
jttps://WWW.indiabudget.gov.in/economicsurvey/doc/echapter.pdf
The Economic Survey highlights the prevailing strengths of our economy and also showcases the outcomes of the various reforms our Government has brought.
— Narendra Modi (@narendramodi) July 22, 2024
It also identifies areas for further growth and progress as we move towards building a Viksit Bharat.…