ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ସେ ‘ପରୀକ୍ଷା ପେ ଚର୍ଚ୍ଚା’ରେ ପରୀକ୍ଷାର୍ଥୀମାନେ ଏକତ୍ରିତ ହେବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ପରକ୍ଷାକୁ ମଜାଳିଆ ଏବଂ ଚାପମୁକ୍ତ କରିବା ପାଇଁ ସେ ପୂର୍ବ ପିପିସି ପ୍ରୋଗ୍ରାମଗୁଡ଼ିକର ବିଷୟ ଏବଂ ବ୍ୟବହାରିକ ଟିପ୍ସ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ପରୀକ୍ଷାର ଚାପକୁ ଦୂର କରିବାର ଉପାୟ ବାବଦରେ ସାମୂହିକ ଭାବେ ଯୋଜନା ବନାଇବା ପାଇଁ ପରକ୍ଷାର୍ଥୀଙ୍କ ସବୁଠୁ ସ୍ମରଣୀୟ ସମାବେଶ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଉତ୍ସୁକତାର ସହ ଅପେକ୍ଷା କରୁଛି ।
ଆସନ୍ତୁ ଏହି ପରୀକ୍ଷା ପାଇଁ ଥିବା ନିରାଶାକୁ ସୁଯୋଗର ଝରକାରେ ପରିଣତ କରିବା..’ ।
29th January 11 AM!
— Narendra Modi (@narendramodi) January 27, 2024
I am eagerly looking forward to the most memorable gathering of #ExamWarriors, 'Pariksha Pe Charcha', to collectively strategise on ways to beat exam stress.
Let's turn those exam blues into a window of opportunities… https://t.co/FfUWNAYvPB
As 'Pariksha Pe Charcha' approaches, here are some topics and practical tips from previous PPC programmes around making exams fun and stress-free.https://t.co/EegBata0Fb
— Narendra Modi (@narendramodi) January 27, 2024