ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ପାଇଁ ଆପଣଙ୍କ ପରାମର୍ଶ ଦିଅନ୍ତୁ

ଅଗଷ୍ଟ 15, 2024 ରେ ଭାରତ 78ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପାଇଁ ଆପଣଙ୍କ ମୂଲ୍ୟବାନ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟି ଦେଶ ନିର୍ମାଣରେ ଯୋଗଦାନ କରିବାକୁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛୁ ।

ନିମ୍ନରେ ମନ୍ତବ୍ୟ ବିଭାଗରେ ଆପଣଙ୍କ ମତାମତ ଅଂଶୀଦାର କରନ୍ତୁ। ହୁଏତ ସେଥିମଧ୍ୟରୁ କିଛି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସାମିଲ କରିପାରନ୍ତି।

ସେୟାର
 
Comments
  • Your Suggestion
Comment 0