Quote୨୩୬୪ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି କରିଥିବାରୁ ସ୍ୱତନ୍ତ୍ର ଅଭିଯାନ ୪.୦ କୁ ଶ୍ରୀ ମୋଦୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସବୁଠାରୁ ବଡ଼ ଅଭିଯାନ ସ୍ୱତନ୍ତ୍ର ଅଭିଯାନ ୪.୦ କୁ ପ୍ରଶଂସା କରିଛନ୍ତି, ଯେଉଁଥିରେ କେବଳ ସ୍କ୍ରାପକୁ ବିକ୍ରି କରି ୨୩୬୪ କୋଟି ଟଙ୍କା (୨୦୨୧ ପରଠାରୁ) ରାଜ୍ୟ ରାଜସ୍ୱକୁ ଆସିପାରିଛି । ସେ ଏହା ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରଚେଷ୍ଟା ଦ୍ୱାରା ସ୍ଥାୟୀ ଫଳ ମିଳିପାରେ, ଯାହାକି ଉଭୟ ସ୍ୱଚ୍ଛତା ଓ ଆର୍ଥିକ ବିବେକକୁ ପ୍ରୋତ୍ସାହିତ କରିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ପ୍ରଶଂସନୀୟ!

କୁଶଳ ପରିଚାଳନା ଓ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ କେନ୍ଦ୍ରିତ କରି ଏହି ପ୍ରଚେଷ୍ଟା ଦ୍ୱାରା ଅତି ଉତ୍ତମ ଫଳ ମିଳିପାରିଛି । ଏହା ଦର୍ଶାଉଛି କି ସାମୂହିକ ପ୍ରଚେଷ୍ଟା ଦ୍ୱାରା କିପରି ସ୍ଥାୟୀ ଫଳ ମିଳିପାରେ ଏବଂ ଯାହାଦ୍ୱାରା ଉଭୟ ସ୍ୱଚ୍ଛତା ଓ ଆର୍ଥିକ ବିବେକକୁ ପ୍ରୋତ୍ସାହନ ମିଳିପାରିବ”

 

  • Shamayita Ray March 10, 2025

    Cleanliness at Pune is in a very dubious state. Though municipality cleaners and private counterparts do best to keep Pune clean, routine area wise fumigation and pesticiding is nowhere to be seen. Under these circumstances it will bear no fruit by constantly complaining about dengue, malerlia, diarrhoea etc. even GBS that is there now. Only needed to inform, 🙏🏼जय भारत🇮🇳 🙏🏼जय भाजपा🚩
  • Vivek Kumar Gupta December 30, 2024

    नमो ..🙏🙏🙏🙏🙏
  • Vivek Kumar Gupta December 30, 2024

    नमो ..............🙏🙏🙏🙏🙏
  • Vishal Seth December 17, 2024

    जय श्री राम
  • DEBASHIS ROY December 05, 2024

    joy hind joy bharat
  • DEBASHIS ROY December 05, 2024

    🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
  • DEBASHIS ROY December 05, 2024

    bharat mata ki joy
  • கார்த்திக் December 04, 2024

    🌺ஜெய் ஸ்ரீ ராம்🌺जय श्री राम🌺જય શ્રી રામ🌺 🌺ಜೈ ಶ್ರೀ ರಾಮ್🌺ଜୟ ଶ୍ରୀ ରାମ🌺Jai Shri Ram 🌺🌺 🌺জয় শ্ৰী ৰাম🌺ജയ് ശ്രീറാം 🌺 జై శ్రీ రామ్ 🌺🌹
  • शिवानन्द राजभर December 03, 2024

    एक भारत श्रेष्ठ भारत
  • ram Sagar pandey December 02, 2024

    🌹🙏🏻🌹जय श्रीराम🙏💐🌹जय श्रीकृष्णा राधे राधे 🌹🙏🏻🌹🌹🌹🙏🙏🌹🌹जय श्रीराम 🙏💐🌹जय माँ विन्ध्यवासिनी👏🌹💐🌹🌹🙏🙏🌹🌹
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves $2.7 billion outlay to locally make electronics components

Media Coverage

Cabinet approves $2.7 billion outlay to locally make electronics components
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2025
March 29, 2025

Citizens Appreciate Promises Kept: PM Modi’s Blueprint for Progress