ବ୍ୟାପକ ତର୍କବିତର୍କ ପରେ ଲୋକସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି I ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଲକୁ ସମର୍ଥନ କରିଥିବା ସମସ୍ତ ସାଂସଦମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,"ନାଗରିକତା (ସଂଶୋଧନ) ବିଧେୟକ,2019 ହେଉଛି ଭାରତର ଶତାବ୍ଦୀ ପୁରୁଣା ନିଜସ୍ୱୀକରଣ ଏବଂ ମାନବୀୟ ମୂଲ୍ୟରେ ବିଶ୍ୱାସର ଅନୁରୂପ I ''
ପ୍ରଧାନମନ୍ତ୍ରୀ ମୋଦୀ ନାଗରିକତା (ସଂଶୋଧନ) ବିଧେୟକ,2019 ର ସମସ୍ତ ବିଷୟକୁ ସ୍ପଷ୍ଟ ଭାବେ ବୁଝାଇଥିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କ ବିଶେଷ ଭାବେ ପ୍ରଶଂସା କରିଛନ୍ତି I
I would like to specially applaud Home Minister @AmitShah Ji for lucidly explaining all aspects of the Citizenship (Amendment) Bill, 2019. He also gave elaborate answers to the various points raised by respective MPs during the discussion in the Lok Sabha.
— Narendra Modi (@narendramodi) December 9, 2019
Delighted that the Lok Sabha has passed the Citizenship (Amendment) Bill, 2019 after a rich and extensive debate. I thank the various MPs and parties that supported the Bill. This Bill is in line with India’s centuries old ethos of assimilation and belief in humanitarian values.
— Narendra Modi (@narendramodi) December 9, 2019