ସିକ୍କିମ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂ ତମାଙ୍ଗ ଗତ କାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ସିକ୍କିମର ମୁଖ୍ୟମନ୍ତ୍ରୀ ଶ୍ରୀ ପି. ଏସ୍. ତମାଙ୍ଗ ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।”
CM of Sikkim, Shri @PSTamangGolay, met PM @narendramodi yesterday. pic.twitter.com/UC6l0JyYpO
— PMO India (@PMOIndia) August 27, 2024