ଆଡୋବ ସଭାପତି ତଥା ସିଇଓ ଶ୍ରୀ ଶାନ୍ତନୁ ନାରାୟଣ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଜାରି ରହିଥିବା ଯୌଥ ପ୍ରକଳ୍ପ ଓ ଭାରତରେ ଭବିଷ୍ୟତ ନିବେଶ ଯୋଜନା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଭାରତର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ ଓ ସ୍ୱାସ୍ଥ୍ୟ, ଶିକ୍ଷା, ଗବେଷଣା ଏବଂ ବିକାଶ ଭଳି କ୍ଷେତ୍ରରେ ନୂଆ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ।
Mr. Shantanu Narayen, Chairman, President and CEO of @Adobe met PM @narendramodi. Discussions focussed on leveraging technology to provide smart education to youngsters and enhance research. They also discussed the vibrant start-up sector in India, powered by the Indian youth. pic.twitter.com/oNTY95nrV0
— PMO India (@PMOIndia) September 23, 2021
"PM Modi believes that technology is the way to help things move forward.”
— PMO India (@PMOIndia) September 23, 2021
Mr. Shantanu Narayen, Chairman, President and CEO of @Adobe shares what he discussed with PM Modi during their meeting. pic.twitter.com/4uovM0kRF4