ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପୀଡିତଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ସହ କେନ୍ଦ୍ର ସରକାର ସମନ୍ୱୟ ରଖି କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପୀଡିତଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ସହ କେନ୍ଦ୍ର ସରକାର ସମନ୍ୱୟ ରଖି କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ @ ଶିବରାଜ ସିଂହ ଚୌହାନଙ୍କ ସହ କଥାବାର୍ତ୍ତା ହେବା ସହ ସ୍ଥିତି ସମୀକ୍ଷା କରିଛି । ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରୁଛି ।”
The Central Government is working closely with the Madhya Pradesh Government to assist those affected by heavy rainfall and flooding in parts of the state. I have spoken to CM @ChouhanShivraj and reviewed the situation. I pray for everyone’s safety and well-being.
— Narendra Modi (@narendramodi) August 4, 2021