“ସୁଲଭ ସୌରଶକ୍ତି ପାଇଁ ସାମର୍ଥ୍ୟ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ଭୂମିକା” ସଂକ୍ରାନ୍ତ ପ୍ରବାସୀ ଭାରତୀୟ ପ୍ୟାନେଲର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଏହି ପ୍ୟାନେଲରେ ସାମିଲ ଥିଲେ ପ୍ରବାସୀ ଭାରତୀୟ ଏବଂ ଭାରତର ପ୍ରଖ୍ୟାତ ବିଶେଷଜ୍ଞ, ଶିକ୍ଷାବିତ୍ତ, ଉନ୍ମେଷକ ଏବଂ ଉଦ୍ୟୋଗପତି । ସେମାନେ ସୌରଶକ୍ତିର ଆବଶ୍ୟକୀୟ ଉପଯୋଗର ମାତ୍ରା, ଅଫ-ଗ୍ରୀଡ଼ ଓ ମାଇକ୍ରୋଗ୍ରୀଡ ସମାଧାନ, ସୌର ଶକ୍ତି ସଂରକ୍ଷଣ, ପରବର୍ତ୍ତୀ ପୀଢ଼ି ସୌର ପ୍ରଯୁକ୍ତି ଏବଂ ଅକ୍ଷୟ କ୍ଷେତ୍ର ପାଇଁ ଅଭିନବ ଆର୍ଥିକ ବିକଳ୍ପ ଆଦି କ୍ଷେତ୍ରରେ ଗତ ଦୁଇ ଦିନ ଧରି ଚାଲିଥିବା ଆଲୋଚନାର ଫଳାଫଳ ପ୍ରଦାନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏହି ପ୍ରୟୋଗ ଉପଯୋଗୀ ସୁପାରିଶକୁ ସ୍ୱାଗତ କରିଥିଲେ ଓ ଏହି ବିଶେଷଜ୍ଞ ଭାବ ବିନିମୟ ଓ ନୀତି ନିର୍ଦ୍ଧାରଣ ପାଇଁ ଉପଯୋଗୀ ବିଷୟକୁ ଆଗକୁ ବଢ଼ାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟକୁ  ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's renewable energy capacity addition doubled to 15 GW in April-November: Pralhad Joshi

Media Coverage

India's renewable energy capacity addition doubled to 15 GW in April-November: Pralhad Joshi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2024
December 17, 2024

Unstoppable Progress: India Continues to Grow Across Diverse Sectors with the Modi Government