QuoteCabinet approves setting up of Indian Agricultural Research Institute in Assam
QuoteIARI-Assam would be a Post-Graduate Institution of higher learning in Agricultural Education
QuoteIARI-Assam would work on the agrarian challenges and complexities of North Eastern India

ଆସାମରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ(ଆଇଏଆରଆଇ) ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଅନୁମୋଦନ ମିଳିଛି । ଏହି ପ୍ରତିଷ୍ଠାନ ପାଇଁ ଆସାମ ସରକାର 587 ଏକର ଜମି ଯୋଗାଇ ଦେବେ ବୋଲି ଆଗ୍ରହ ବ୍ୟକ୍ତ କରିଛନ୍ତି । କୃଷି ଶିକ୍ଷା କ୍ଷେତ୍ରରେ ଆଇଆରଆଇ-ଆସାମରେ ସ୍ନାତକୋତର ଶିକ୍ଷା ଉପଲବ୍ଧ ହେବ । ଏଠାରେ ସବୁକ୍ଷେତ୍ରର କୃଷି ଯଥା କ୍ଷେତ୍ର ଫସଲ, ଉଦ୍ୟାନକୃଷି ଫସଲ, କୃଷିଭିତ୍ତିକ ଜଙ୍ଗଲ, ପଶୁସମ୍ପଦ, ମତ୍ସ୍ୟ, କୁକୁଡ଼ା ପାଳନ, ଘୁଷୁରି ପାଳନ, ମହୁ ଉତ୍ପାଦନ ଆଦି ନିମନ୍ତେ ବ୍ୟବସ୍ଥା ରହିବ । ଏହା ନୂଆଦିଲ୍ଲୀସ୍ଥିତ ଆରଏଆରଆଇର ଅଫ୍ କ୍ୟାମ୍ପସ ଭାବେ ପରିଚିତ ହେବ । କୃଷି ଗବେଷଣା ଓ ଶିକ୍ଷା(ଡିଏଆରଆଇ)ର ପ୍ରସ୍ତାବ ଆଧାରରେ କୃଷି ଗବେଷଣା ପ୍ରତିଷ୍ଠାନ ଯୋଜନାରେ ସ୍ଥାପିତ ହେବ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's Q3 GDP grows at 6.2%, FY25 forecast revised to 6.5%: Govt

Media Coverage

India's Q3 GDP grows at 6.2%, FY25 forecast revised to 6.5%: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 1, 2025
March 01, 2025

PM Modi's Efforts Accelerating India’s Growth and Recognition Globally