ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ସରକାରୀ ଗସ୍ତରେ ନେପାଳର ଲୁମ୍ବିନୀ ଠାରେ ପହଁଚିଛନ୍ତି ।
୨. ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବା, ତାଙ୍କ ପତ୍ନୀ ଡଃ ଅର୍ଜୁ ରାଣା ଦେଉବା ଓ ନେପାଳ ସରକାରଙ୍କ ବହୁ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ ।
୩. ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପଞ୍ଚମ ନେପାଳ ଓ ପ୍ରଥମ ଲୁମ୍ବିନୀ ଗସ୍ତ ।
Landed in Nepal. Happy to be among the wonderful people of Nepal on the special occasion of Buddha Purnima. Looking forward to the programmes in Lumbini.
— Narendra Modi (@narendramodi) May 16, 2022
I would like to thank PM @SherBDeuba for the warm welcome in Lumbini. pic.twitter.com/9rkmi2297o
— Narendra Modi (@narendramodi) May 16, 2022
लुम्बिनीमा न्यानो स्वागतको लागि प्रधानमन्त्री देउवालाई धन्यवाद दिन चाहन्छु। @SherBDeuba pic.twitter.com/Fr6dXr6Rh7
— Narendra Modi (@narendramodi) May 16, 2022