ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:
“ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ @ncbn ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଭେଟିଛନ୍ତି” ।
Chief Minister of Andhra Pradesh, Shri @ncbn, met Prime Minister @narendramodi. pic.twitter.com/VN3xFkav5q
— PMO India (@PMOIndia) July 4, 2024
ఆంధ్రప్రదేశ్ ముఖ్యమంత్రి, శ్రీ @ncbn, ప్రధాన మంత్రి @narendramodi ని కలిశారు. pic.twitter.com/ojznarwa7W
— PMO India (@PMOIndia) July 4, 2024