ଭାରତ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନିର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିଥିବାରୁ କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ March 23rd, 09:58 am