In Kargil, we didn't just win a war; we showcased the incredible strength of truth, restraint, and capability: PM Modi in Ladakh
July 26th, 09:30 am
PM Modi paid homage to the bravehearts who made the supreme sacrifice in the line of duty on the occasion of 25th Kargil Vijay Diwas in Ladakh. “In Kargil, we not only won the war, we presented an incredible example of 'truth, restraint and strength”, Prime Minister Modi remarked.କାର୍ଗିଲ ବିଜୟ ଦିବସରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
July 26th, 09:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।Social Media Corner 20th May 2018
May 20th, 08:13 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!Social Media Corner 19 May 2018
May 19th, 07:29 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ଶ୍ରୀନଗରଠାରେ କୃଷ୍ଣଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 19th, 03:01 pm
ମଞ୍ଚ ଉପରେ ଉପସ୍ଥିତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ଏନ୍. ଏନ୍. ଭୋରା ମହାଶୟ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମହାଶୟା, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତିନ ଗଡ଼କରୀ ମହାଶୟ, ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଆର୍. କେ. ସିଂହ ମହାଶୟ, ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ କବିନ୍ଦ୍ର ଗୁପ୍ତା ମହାଶୟ, ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀମାନ ସୁନୀଲ କୁମାର ଶର୍ମା ମହାଶୟ, ବିଧାନସଭାର ଉପ-ବାଚସ୍ପତି ଶ୍ରୀ ନଜିର ଅହମଦ ଖାନ୍ ମହାଶୟ, ସାଂସଦ ଏବଂ ଦେଶର ବରିଷ୍ଠ ନେତା ଆଦରଣୀୟ ଡକ୍ଟର ଫାରୁକ୍ ଅବଦୁଲ୍ଲା ମହାଶୟ, ସାଂସଦ ଶ୍ରୀମାନ ମୁଜାଫର ହୁସେନ ବେଗ୍ ମହାଶୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଓ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରକୁ ସମର୍ପିଲେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ
May 19th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏକ ସମାରୋହରେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।ଲେହରେ ପ୍ରଧାନମନ୍ତ୍ରୀ: ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦାନ; ଜୋଜିଲା ସୁଡ଼ଙ୍ଗ ନିର୍ମାଣ କାମର କଲେ ଶୁଭାରମ୍ଭ
May 19th, 12:21 pm
ଆଜି ଦିନିକିଆ ଜାମ୍ମୁ-କଶ୍ମୀର ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲେହଠାରେ ପହଂଚିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ମେ 18, 2018
May 18th, 07:47 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲି ଜାମ୍ମୁ ଓ କାଶ୍ମୀର ଗସ୍ତ
May 18th, 05:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ’ 19, 2018) ଦିନିକିଆ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ ।