Taxpayer is respected only when projects are completed in stipulated time: PM Modi
June 23rd, 01:05 pm
PM Modi inaugurated 'Vanijya Bhawan' and launched the NIRYAT portal in Delhi. Referring to the new infrastructure of the Ministry, the Prime Minister said that this is also time to renew the pledge of ease of doing business and through that ‘ease of living’ too. Ease of access, he said, is the link between the two.PM inaugurates 'Vanijya Bhawan' and launches NIRYAT portal
June 23rd, 10:30 am
PM Modi inaugurated 'Vanijya Bhawan' and launched the NIRYAT portal in Delhi. Referring to the new infrastructure of the Ministry, the Prime Minister said that this is also time to renew the pledge of ease of doing business and through that ‘ease of living’ too. Ease of access, he said, is the link between the two.ଜୈନ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସଂଗଠନର ‘JITO Connect 2022’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 06th, 02:08 pm
JITO ସଂଯୋଗର ଏହି ଶିଖର ସମ୍ମିଳନୀ ସ୍ୱାଧୀନତାର ୭୫ତମ ବର୍ଷରେ ଅମୃତ ମହୋତ୍ସବରେ ଅନୁଷ୍ଠିତ ହେଉଛି। ଏଠାରୁ ଦେଶ ସ୍ୱାଧୀନତାର ଅମୃତ କାଳକୁ ପ୍ରବେଶ କରୁଛି । ବର୍ତ୍ତମାନ ଦେଶ ସମ୍ମୁଖରେ ଆଗାମୀ ୨୫ ବର୍ଷରେ ଏକ ସୁବର୍ଣ୍ଣ ଭାରତ ଗଠନ ପାଇଁ ସଂକଳ୍ପ ଅଛି । ତେଣୁ ଏଥର ଆପଣ ଯେଉଁ ଥିମ ରଖିଛନ୍ତି, ଏହି ଥିମ ମଧ୍ୟ ନିଜେ ବହୁତ ଉପଯୁକ୍ତ । ଟୁଗେଦର, ଟୁୱାର୍ଡସ, ଟୁମୋରୋ ଏବଂ ମୁଁ କହିପାରେ ଯେ ଏହା ସେହି କଥା ଯାହା ସମସ୍ତଙ୍କ ପ୍ରୟାସର ଭାବନା, ଯାହା ସ୍ୱାଧୀନତାର ଅମୃତ କାଳରେ ଦ୍ରୁତ ବିକାଶର ମନ୍ତ୍ର ଅଟେ । ଆଗାମୀ ତିନିଦିନରେ ଆପଣ ସମସ୍ତଙ୍କର ପ୍ରୟାସ ଏହି ଭାବନାକୁ ସବୁ ଦିଗରେ ବିକଶିତ କରିବା ଉଚିତ, ବିକାଶ ସର୍ବବ୍ୟାପି ହେବା ଉଚିତ, ସମାଜର ଶେଷ ବ୍ୟକ୍ତି ମଧ୍ୟ ଏଥିରୁ ବଂଚିତ ହେବା ଉଚିତ ନୁହେଁ ।‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
May 06th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଙ୍ଗଠନର ‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।India ended three decades of political instability with the press of a button: PM Modi in Berlin
May 02nd, 11:51 pm
PM Narendra Modi addressed and interacted with the Indian community in Germany. PM Modi said that the young and aspirational India understood the need for political stability to achieve faster development and had ended three decades of instability at the touch of a button.ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
May 02nd, 11:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ । ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।ଭାରତରେ ହେଉଥିବା ସକାରାତ୍ମକ ପରବର୍ତନକୁ ଦେଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବେଶ ଗର୍ବିତ ଅନୁଭବ କରୁଥିବେ: ପ୍ରଧାନମନ୍ତ୍ରୀ
January 23rd, 11:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ ମନେ ପକାଇ କହିଥିଲେ ଆମର ଏପରି ଲକ୍ଷ୍ୟ ଓ ଶକ୍ତି ରହିବା ଉଚିତ ଯାହା ଆମକୁ ସାହସର ସହିତ ଶାସନ ପରିଚାଳନା କରିବାକୁ ପ୍ରେରଣା ଯୋଗାଇବ । ଆଜିର ଆତ୍ମନିର୍ଭର ଭାରତରେ ଆମ ପାଖରେ ଲକ୍ଷ୍ୟ ଓ ଶକ୍ତି ରହିଛି । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ଆମେ ଆତ୍ମଶକ୍ତି ଓ ଦୃଢ ସଂକଳ୍ପ ମାଧ୍ୟମରେ ହାସଲ କରିପାରିବା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ରକ୍ତ ଓ ସ୍ୱେଦ ବୁହାଇ ଦେଶ ପାଇଁ କିଛି କରିବା ଆମର ଲକ୍ଷ୍ୟ ହେବା ଉଚିତ ।ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା ।
December 27th, 11:30 am
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।କିର୍ଲୋସ୍କର ଗ୍ରୁପର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 06th, 06:33 pm
ଆପଣମାନଙ୍କୁ ସମସ୍ତଙ୍କୁ ନବ ବର୍ଷର ଅନେକ ଅନେକ ଶୁଭକାମନା । କିର୍ଲୋସ୍କର ଗ୍ରୁପ ପାଇଁ ଏହା ହେଉଛି ଦୁଇଟି ଉତ୍ସବ ପାଳନ କଲାଭଳି । ରାଷ୍ଟ୍ରନିର୍ମାଣରେ ଯୋଗଦାନର ଶହେ ବର୍ଷ ପୂରଣ ହେଉଛି ଏବଂ କିର୍ଲୋସ୍କର ଗ୍ରୁପଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।କିର୍ଲୋସ୍କର ବ୍ରଦର୍ସ ଲିଃର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 06th, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କିର୍ଲୋସ୍କର ବ୍ରଦର୍ସ ଲିଃ (କେବିଏଲ)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । କେବିଏଲକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କିର୍ଲୋସ୍କର ବ୍ରଦର୍ସର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଲକ୍ଷ୍ମଣରାଓ କିର୍ଲୋସ୍କରଙ୍କ ଜୀବନୀ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଯାନ୍ତ୍ରିକ କୀ ଯାତ୍ରା-ଯନ୍ତ୍ର ନିର୍ମାଣ କରିଥିବା ବ୍ୟକ୍ତି’କୁ ଉନ୍ମୋଚନ କରିଥିଲେ ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣର ଶୀର୍ଷ ଉଦ୍ଧୃତାଂଶ
August 15th, 04:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।"ଗୋଟିଏ ରାଷ୍ଟ୍ର ,ଗୋଟିଏ ସମ୍ବିଧାନ' ର ଭାବନା ଆଜି ବାସ୍ତବିକତାରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ ମୋଦୀ "
August 15th, 01:43 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।"ଭାରତର 73ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ "
August 15th, 07:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 73ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ସେ ରାଷ୍ଟ୍ରକୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହିତ ପବିତ୍ର ରକ୍ଷାବନ୍ଧନର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ଏବଂ ସାର୍ବଜନିକ ଭାଗିଦାରୀ ମାଧ୍ୟମରେ ଭାରତକୁ ଗୌରବର ଅଧିକ ଶିଖର ପର୍ଯ୍ୟନ୍ତ ନେଇଯିବାର ସରକାରଙ୍କ ଦୃଷ୍ଟିକୋଣକୁ ଉପସ୍ଥାପନା କରିଛନ୍ତି ।Himachal Pradesh is the land of spirituality and bravery: PM Modi
December 27th, 01:00 pm
Prime Minister Narendra Modi addressed a huge public meeting in Dharamshala in Himachal Pradesh today. The event, called the ‘Jan Aabhar Rally’ is being organized to mark the completion of first year of the tenure of BJP government in Himachal Pradesh.ହିମାଚଳ ପ୍ରଦେଶ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଧରମଶାଳା ଜନ ଆଭାର ରାଲିକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ
December 27th, 01:00 pm
ହିମାଚଳ ପ୍ରଦେଶ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଧରମଶାଳାଠାରେ ଜନ ଆଭାର ରାଲିକୁ ସମ୍ବୋଧନ କରିଛନ୍ତି ।PM Modi receives 'United Nations Champions of the Earth' award
October 03rd, 01:00 pm
Prime Minister Shri Narendra Modi, today received the United Nation's highest environmental honour 'Champions of The Earth’ award from the UN Secretary General Antonio Guterres, at a ceremony in New Delhi. Speaking at the event, PM Modi said, “It is an honour for Indians. Indians are committed to save the environment.”ନୂଆଦିଲ୍ଲୀରେ ବାଣିଜ୍ୟ ଭବନର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 22nd, 11:47 am
ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ମହାଶୟ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର(ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି. ଆର. ଚୌଧୁରୀ ମହାଶୟ, ବାଣିଜ୍ୟ ମନ୍ତ୍ରଣାଳୟ ଓ ସମ୍ବନ୍ଧିତ ବିଭାଗଗୁଡିକର ଅଧିକାରୀଗଣ ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ।ବାଣିଜ୍ୟ ଭବନ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 22nd, 11:40 am
ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ନୂତନ କାର୍ଯ୍ୟାଳୟ କମ୍ପ୍ଲେକ୍ସ- ବାଣିଜ୍ୟ ଭବନର ଆଧାରଶିଳା ସ୍ଥାପନ କରିଛନ୍ତି ।ବିଶ୍ୱ ପରିବେଶ ଦିବସ 2018 ଅବସରରେ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ(5 ଜୁନ 2018)
June 05th, 05:00 pm
ଭାରତର 130 କୋଟି ଜନ ସାଧାରଣଙ୍କ ତରଫରୁ ମୁଁ ଆପଣମାନଙ୍କୁ ନୂଆଦିଲ୍ଲୀଠାରେ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦିତ ।ഇന്ത്യാ-കൊറിയ വ്യാപാര ഉച്ചകോടി-2018ല് പ്രധാനമന്ത്രി നടത്തിയ പ്രസംഗം
February 27th, 11:00 am
നിങ്ങളൊടൊപ്പം ഇന്ന് ഈ ഉച്ചകോടിയില് പങ്കെടുക്കാന് കഴിഞ്ഞതില് ഞാന് അതീവ സന്തുഷ്ടനാണ്. ഇത്രയുമധികം കൊറിയന് കമ്പനികള് ഇന്ത്യയില് ഒത്തുകൂടുന്നുവെന്നത് യഥാര്ത്ഥത്തില് ഒരു ആഗോള ചരിതമാണ്.