Cabinet approves PM-Vidyalaxmi scheme to provide financial support to meritorious students
November 06th, 03:14 pm
The Union Cabinet, chaired by PM Modi, has approved PM Vidyalaxmi—a new scheme offering collateral-free loans and interest subvention to meritorious students for higher education. Covering top-ranked institutions, it aims to ensure financial constraints don't hinder academic ambitions, supporting over 22 lakh students through a streamlined, digital system.ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ପ୍ରଥମ 'ଜାତୀୟ ରଚନାକାର ପୁରସ୍କାର' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 08th, 10:46 am
ଏହି କାର୍ଯ୍ୟକ୍ରମରେ ଉପସ୍ଥିତକୁ ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଅଶ୍ୱିନୀ ବୈଷ୍ଣବ ଜୀ, ଜୁରି ସଦସ୍ୟ ଭାଇ ପ୍ରସୁନ ଯୋଶୀ ଜୀ, ରୂପାଲି ଗାଙ୍ଗୁଲି ଜୀ, ଦେଶର କୋଣ ଅନୁକୋଣରୁ ଏଠାରେ ଉପସ୍ଥିତ ଥିବା ସମସ୍ତ ବିଷୟବସ୍ତୁ ନିର୍ମାତା, ଦେଶର କୋଣ ଅନୁକୋଣରେ ଏହି କାର୍ଯ୍ୟକ୍ରମରେ ଦେଖୁଥିବା ମୋର ସମସ୍ତ ଯୁବ ସହକର୍ମୀ ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି। ଆପଣ ସମସ୍ତଙ୍କୁ ସ୍ୱାଗତ, ସମସ୍ତଙ୍କୁ ଅଭିନନ୍ଦନ । ଏବଂ ଆପଣମାନେ ସେହି ଲୋକ ଯିଏ ସେମାନଙ୍କର ସ୍ଥାନ ତିଆରି କରିଛ, ଏବଂ ସେଥିପାଇଁ ଆଜି ତୁମେ ସେହି ସ୍ଥାନରେ ଅଛ - ଭାରତ ମଣ୍ଡପମ୍ । ଏବଂ ବାହାରେ ଥିବା ଚିହ୍ନ ମଧ୍ୟ ସୃଜନଶୀଳତା ସହିତ ଜଡିତ, ଏବଂ ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଜି -୨୦ର ସମସ୍ତ ମୁଖ୍ୟ ମାନେ ଏଠାରେ ଏକାଠି ହୋଇଥିଲେ ଏବଂ ଆଗକୁ କିପରି ଦୁନିଆ ସୃଷ୍ଟି କରିବେ ସେ ବିଷୟରେ ଆଲୋଚନା କରୁଥିଲେ । ଏବଂ ଆଜି ଆପଣମାନେ ହିଁ ଭାରତର ଭବିଷ୍ୟତ କିପରି ଗଢିହେବ ସେ ବିଷୟରେ ଆଲୋଚନା କରିବାକୁ ଆସିଛନ୍ତି ।PM presents first-ever National Creators Award
March 08th, 10:45 am
PM Modi presented the first-ever National Creators Award today at Bharat Mandapam. He underlined that it is the country’s responsibility to walk side by side with the change of times and the advent of a new era and said that the nation is fulfilling that responsibility today with the first-ever National Creator Awards.ରୋଜଗାର ମେଳାରେ ପ୍ରାୟ ୭୧,ଠଠଠ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 22nd, 10:31 am
ରୋଜଗାର ମେଳାରେ ଯୋଡ଼ି ହୋଇଥିବା ମୋର ଯୁବ ସାଥୀମାନେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଦେଶର ୪୫ଟି ସହରରେ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି । ଅର୍ଥାତ, ଆଜି ଏକା ସହିତ ହଜାର ହଜାର ଘରେ ଖୁସିର ଏକ ନୂଆ ମାହୋଲ ଆରମ୍ଭ ହୋଇଯାଇଛି । ଗତ ମାସରେ ଆଜିର ଦିନରେ ଧନତେରସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଆଜିର ଏହି ବିଶାଳ ରୋଜଗାର ମେଳା ଦର୍ଶାଉଛି ଯେ ସରକାର କେଉଁଭଳି ଭାବରେ ସରକାରୀ ନିଯୁକ୍ତି ଦେବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି ।ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର
November 22nd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୧.୨୦୨୨ ) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍ପ୍ରେରକ ଭାବେ କର୍ମନିଯୁକ୍ତି ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ ।ରାଜ୍ୟସଭାରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 08th, 01:26 pm
ସଦନର ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଆଦରଣୀୟ ଶ୍ରୀ ଭେଙ୍କୟା ନାଇଡ଼ୁ ମହାଶୟଙ୍କୁ ତାଙ୍କ କାର୍ଯ୍ୟକାଳର ସମାପ୍ତି ହେବା ଅବସରରେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଉପସ୍ଥିତ ହୋଇଛନ୍ତି । ଏହା ହେଉଛି ଏହି ସଦନ ପାଇଁ ବହୁତ ହିଁ ଭାବପୂର୍ଣ୍ଣ କ୍ଷଣ । ସଦନର କେତେ ହିଁ ଐତିହାସିକ କ୍ଷଣ ଆପଣଙ୍କ ଗରିମାମୟ ଉପସ୍ଥିତି ସହିତ ଯୋଡ଼ି ହୋଇଛି । ପୁଣି ମଧ୍ୟ ଆପଣ ଅନେକ ଥର କହିଛନ୍ତି ମୁଁ ରାଜନୀତିରୁ ଅବସର ଗ୍ରହଣ କରିଛି କିନ୍ତୁ ସାଧାରଣ ଜୀବନରୁ ନୁହେଁ ଆଉ ଏଥିପାଇଁ ଏହି ସଦନକୁ ନେତୃତ୍ୱ ଦେବାର ଆପଣଙ୍କର ଦାୟିତ୍ୱ ଯଦିଓ ସମ୍ପୂର୍ଣ୍ଣ ହୋଇ ଯାଉଛି କିନ୍ତୁ ଆପଣଙ୍କ ଅନୁଭବଗୁଡ଼ିକର ଲାଭ ଭବିଷ୍ୟତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶକୁ ମିଳି ଚାଲିବ। ଆମ ଭଳି ଅନେକ ସାର୍ବଜନିକ ଜୀବନର କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ମିଳି ଚାଲିବ।PM bids farewell to Vice President Shri M. Venkaiah Naidu in Rajya Sabha
August 08th, 01:08 pm
PM Modi participated in the farewell to Vice President M. Venkaiah Naidu in Rajya Sabha today. The PM remembered many moments that were marked by the wisdom and wit of Shri Naidu. He recalled the Vice President’s continuous encouragement to the youth of the country in all the roles he undertook in public life.Focus of Budget is on providing basic necessities to poor, middle class, youth: PM Modi
February 02nd, 11:01 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”PM Modi addresses at Aatmanirbhar Arthvyavastha programme via Video Conference
February 02nd, 11:00 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”12 ଜାନୁଆରୀ 2022 ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବ ପାଇଁ ଆପଣଙ୍କ ବିଚାର ଏବଂ ପରାମର୍ଶ ଅଂଶୀଦାର କରନ୍ତୁ
January 09th, 12:32 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 12 ଜାନୁଆରୀ 2022 ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ 25ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ ଏବଂ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ଯୁବାଙ୍କୁ ସେମାନଙ୍କର ବିଚାର ଏବଂ ପରାମର୍ଶ ଯୋଗଦାନ କରିବାକୁ ଆହ୍ୱାନ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କିଛି ବିଚାର ଏବଂ ପରାମର୍ଶ ଅନ୍ତର୍ଭୁକ୍ତ କରିପାରନ୍ତି ।Global investment sentiment has shifted from ‘Why India’ to 'Why not India': PM Modi
December 19th, 10:27 am
PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.PM Modi's keynote address at ASSOCHAM Foundation Week
December 19th, 10:26 am
PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.India and Bahrain have deep rooted ancient ties: PM Modi
August 24th, 09:39 pm
PM Narendra Modi addressed a community programme in Bahrain. He spoke at length about India's growth and shed light on initiatives to make the country a $5 trillion economy. The PM appreciated the Indians living Bahrain and applauded them for their contributions. PM Modi also highlighted how the entire world was astonished by India's successful space missions."ବାହାରିନରେ ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ "
August 24th, 09:38 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହରୀନରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧି ବିଷୟରେ ବିସ୍ତାର ଭାବେ କହିଛନ୍ତି ଏବଂ ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ପଦକ୍ଷେପ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ବହରୀନରେ ରହିଆସୁଥିବା ଭାରତୀୟ ଏବଂ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଷୟ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ,କିଭଳି ଭାରତ ଅନ୍ତରୀକ୍ଷ ଅଭିଯାନରେ ସାରା ବିଶ୍ୱକୁ ଚକିତ କରିଥିଲା ।ନୂଆଦିଲ୍ଲୀ ଏନ॰ସି॰ସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 01:50 pm
At the NCC Rally, PM Narendra Modi said that rulers and governments did not make a nation but nation was made by its citizens, youth, farmers, scholars, scientists, workforce and saints. Shri Modi hailed the NCC cadets and said that he was confident about the future of India. He added that NCC cadets could act as catalysts to bring change in their families and at large in the society.ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 28th, 01:49 pm
PM Narendra Modi attended the NCC officers and cadets rally in New Delhi. The PM said that the life of a NCC cadet is beyond the uniform, the parade and the camps and provides a sense of mission. The PM added that kings, emperors, rulers, governments don't make a nation but citizens, youth, farmers, scholars, scientists, Shramiks, saints make a nation. He appreciated youth's role in adapting to technology at fast pace & urged them to encourage digital transactions.Youth can play a leading role in fighting corruption & black money: PM
January 13th, 08:45 pm
While addressing the National Youth Festival at Rohtak, Prime Minister Narendra Modi recalled the values of Swami Vivekananda. Shri Modi said that Vivekananda wanted to create an atmosphere of brotherhood amongst the youth. He said that youth can be agents of change in the fight against black money and corruption.ରୋହତକଠାରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍ଘାଟନୀ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 12th, 06:09 pm
Addressing the 'Youth for Digital India' event in Haryana via video conferencing, PM Modi said that the life of Swami Vivekananda shows what one can achieve at a young age. PM Modi said that corruption and black money has had adverse impact on the growth of nation and youth can be agents of change in cleaning up the system. PM Modi urged the youth to train ten families and inculcate the habit of a less-cash economy.ରୋହତକଠାରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍ଘାଟନୀ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 12th, 06:08 pm
Addressing the 'Youth for Digital India' event in Haryana via video conferening, PM Modi said that the life of Swami Vivekananda shows what one can achieve at a young age. PM Modi said that corruption and black money has had adverse impact on the growth of nation and youth can be agents of change in cleaning up the system. PM Modi urged the youth to train ten families and inculcate the habit of a less-cash economy.