ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମାନ୍‌ର ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁସୁଫ୍‌ ବିନ୍‌ ଆଲାୱି ବିନ୍‌ ଅବଦୁଲ୍ଲା

April 03rd, 08:42 pm

ଏହି ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ଓ ଓମାନର ବୈଦେଶିକ ମନ୍ତ୍ରୀ ଆଲାୱି ବିନ୍‌ ଅବଦୁଲ୍ଲା ଭାରତ ଏବଂ ଓମାନ ମଧ୍ୟରେ ରହି ଆସିଥିବା ଘନିଷ୍ଠ ଦ୍ୱିପାକ୍ଷିକ ସଂପର୍କ ଉପରେ ମତ ବିନିମୟ କରିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂପର୍କ ବୃଦ୍ଧିପାଇବାରେ ଲାଗିଛି ।