India has an ancient and unbroken culture of democracy: PM Modi
March 20th, 10:55 pm
Prime Minister Narendra Modi addressed the Summit for Democracy via video conferencing. Calling Summit for Democracy a crucial platform for democracies worldwide to exchange experiences and learn from each other, the Prime Minister reiterated India's deep-rooted commitment to democracy. Today, India is not only fulfilling the aspirations of its 1.4 billion people but is also providing hope to the world that democracy delivers and empowers, said PM Modi.PM addresses Summit for Democracy
March 20th, 10:44 pm
Prime Minister Narendra Modi addressed the Summit for Democracy via video conferencing. Calling Summit for Democracy a crucial platform for democracies worldwide to exchange experiences and learn from each other, the Prime Minister reiterated India's deep-rooted commitment to democracy. Today, India is not only fulfilling the aspirations of its 1.4 billion people but is also providing hope to the world that democracy delivers and empowers, said PM Modi.ଭାରତ ଏବଂ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି
December 10th, 12:23 pm
ଭାରତ ଓ ରିପବ୍ଲିକ ଅଫ୍ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆଜି ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରିଆ ରାଷ୍ଟ୍ରପତି ଶ୍ରୀ ୟୋନ୍ ସୁକ୍ ୟୋଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରସ୍ପରିକ ସମ୍ମାନ, ସହଭାଗୀ ମୂଲୋବୋଧ ଏବଂ ଆଗେଇ ଚାଲିଥିବା ସହଭାଗିତାର ଯାତ୍ରାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।କୋରିଆର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 10th, 06:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ କୋରିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ୟୁନ ସୁକ୍ ୟୋଲଙ୍କୁ ସାକ୍ଷାତ କରିଛନ୍ତି।କୋରିଆ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 20th, 12:06 pm
ଉଭୟ ନେତା ଭାରତ- କୋରିଆ ଗଣରାଜ୍ୟର ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ପ୍ରଗତି ସମୀକ୍ଷା କରିବା ସହ ବିଶେଷ କରି ବାଣିଜ୍ୟ ଓ ନିବେଶ, ଉଚ୍ଚ ପ୍ରଯୁକ୍ତି, ଆଇଟି ହାର୍ଡୱେର ଉତ୍ପାଦନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର୍ସ ଓ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜବୁତ କରିବାର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।କୋରିଆର ନିର୍ବାଚିତ ରାଷ୍ଟ୍ରପତି ମାନ୍ୟବର ୟୋନ୍ ସୁକ୍-ୟୋଲଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଛନ୍ତି ।
March 17th, 02:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନିର୍ବାଚିତ ରାଷ୍ଟ୍ରପତି ମାନ୍ୟବର ୟୋନ୍ ସୁକ୍-ୟୋଲଙ୍କ ସହ ଫୋନରେ କଥା ହୋଇଥିଲେ।