ଜିଆମେନରେ ବ୍ରିକ୍ସ ଅଗ୍ରଣୀ ବଜାର ଓ ବିକାଶଶୀଳ ରାଷ୍ଟ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (ସେପ୍ଟେମ୍ବର 5, 2017)
September 05th, 09:22 am
ଆଜି ମୁଁ ଏଠି ଆପଣମାନଙ୍କ ସହ ସାମିଲ ହୋଇ ଆନନ୍ଦିତ । ଆପଣମାନଙ୍କ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ଓ ମହତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି । ଆଉ ବ୍ୟାପକ ଚିରସ୍ଥାୟୀ ବିକାଶକୁ ହାସଲ କରିବାର ମିଳିତ ପ୍ରାଥମିକତା ଉପରେ ଆପଣମାନଙ୍କ ସହ ଦୃଷ୍ଟିଭଙ୍ଗୀର ଆଦାନ-ପ୍ରଦାନ କରି ଖୁସି ଲାଗୁଛି । ଏହି ଆଲୋଚନା ପାଇଁ ଆମ ସମସ୍ତଙ୍କୁ ଏକାଠି କରିଥିବାରୁ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଉଛି ।ଚୀନର ଜିଆମେନଠାରେ ବ୍ରିକ୍ସ ବ୍ୟାପାର ପରିଷଦ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ( ସେପ୍ଟେମ୍ବର 04, 2017 )
September 04th, 04:19 pm
ବିଶ୍ଵର ସର୍ବାଧିକ ମୁକ୍ତ ଅର୍ଥ ବ୍ୟବସ୍ଥାମାନଙ୍କ ମଧ୍ୟରେ ଅନ୍ୟତମ ଭାରତ ଏବେ ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ ପରିମାଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯେଉଁଥିରେ କି 40 ପ୍ରତିଶତ ବୃଦ୍ଧି ଘଟିଛି । ସରଳ ବ୍ୟବସାୟ କାରବାର ସଂକ୍ରାନ୍ତ ବିଶ୍ଵ ବ୍ୟାଙ୍କ ସୂଚକାଙ୍କରେ ଭାରତ ଏବେ ବହୁତ ଉପରକୁ ଉଠିଛି ।PM's meetings on the sidelines of 9th BRICS Summit in Xiamen, China
September 04th, 12:39 pm
Prime Minister held bilateral level talks with leaders of BRICS countries on the sidelines of the Summit.ବ୍ରିକ୍ସ ନେତୃମଣ୍ଡଳୀଙ୍କ ଦ୍ଵାରା ଜିଆମେନ ଘୋଷଣାନାମା
September 04th, 12:18 pm
ଚୀନର ଜିଆମେନଠାରେ ନବମ ବ୍ରିକ୍ସ ଶିଖର ବୈଠକ ଶେଷରେ ଏହାର ନେତୃମଣ୍ଡଳୀ ଏକ ମହତ୍ଵପୂର୍ଣ୍ଣ ଘୋଷଣାନାମା ଜାରି କରିଛନ୍ତି । ଏହା ଜିଆମେନ ଘୋଷଣାନାମା ରୂପେ ପରିଚିତ । ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାସ୍ତବ ସହଯୋଗକୁ ଅଧିକ ଉର୍ଜ୍ଜାବାନ କରିବା ଲାଗି ଏହି ଘୋଷଣାନାମାରେ ଆହ୍ଵାନ ଦିଆଯାଇଛି ।PM’s intervention at the BRICS Plenary Session
September 04th, 09:46 am
PM Modi said that BRICS had developed a robust framework for cooperation and it contributed stability and growth in a world drifting towards uncertainty. He stressed on furthering collaboration in sectors like agriculture, energy, sports, environment, ICT and culture.PM Modi arrives in Xiamen, China
September 03rd, 06:12 pm
Prime Minister Narendra Modi arrived in Xiamen, China. He would attend the 9th BRICS Summit here. Shri Modi would also hold bilateral level talks with BRICS leaders on the sidelines of the visit.