ଉହାନ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

February 13th, 09:58 pm

ନୋଭେଲ କରୋନା ଭୂତାଣୁ ପ୍ରଭାବିତ ଚୀନର ଉହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିବା ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଦଳର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ପ୍ରଶଂସାପତ୍ର ଜାରି କରିଛନ୍ତି । ଏହି ପ୍ରଶଂସାପତ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଉଦ୍ଧାରକାରୀ ବିମାନରେ ଥିବା କର୍ମଚାରୀମାନଙ୍କୁ ଦିଆଯିବ ।

Cabinet Secretary reviews the preventive measures on “Novel Coronavirus” outbreak

January 27th, 07:32 pm

Cabinet Secretary today (27.1.2020) reviewed the situation arising out of “Novel Coronavirus” outbreak in China.

ମାମଲ୍ଲାପୁରମରେ ଶେଷ ହେଲା ଭାରତ-ଚୀନ ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ

October 12th, 03:09 pm

ତାମିଲନାଡୁର ଚେନ୍ନାଇ, ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଭାରତ ଓ ଚୀନ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି ।

ଭାରତ-ଚୀନ ଅନୌପଚାରିକ ଶିଖର ବୈଠକ

April 28th, 12:02 pm

ଦ୍ୱିପାକ୍ଷିକ ଏବଂ ବୈଶ୍ୱିକ ଗୁରୁତ୍ୱ ବହନ କରୁଥିବା ବିଷୟ ଉପରେ ମତ ବିନିମୟ କରିବା ପାଇଁ ଏବଂ ବର୍ତ୍ତମାନ ଓ ଭବିଷ୍ୟତର ଆନ୍ତର୍ଜାତିକ ପରିସ୍ଥିତି ଆଧାରରେ ଜାତୀୟ ବିକାଶ ପାଇଁ ସେମାନଙ୍କର ଅନ୍ତର୍ଦୃଷ୍ଟି ଓ ଗୁରୁତ୍ୱ ସମ୍ବନ୍ଧରେ ପୂଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ମତ ବିନିମୟ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ସାଧାରଣତନ୍ତ୍ରର ରାଷ୍ଟ୍ରପତି ସି ଜିନପିଙ୍ଗ 2018 ଏପ୍ରିଲ 27-28 ମଧ୍ୟରେ ବୁହାନଠାରେ ପ୍ରଥମ ଅନୌପଚାରିକ ବୈଠକର ଆୟୋଜନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ,ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଉହାନଠାରେ ଇଷ୍ଟ ଲେକ ପରିଦର୍ଶନ କରିଛନ୍ତି

April 28th, 11:52 am

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆଜି ଉହାନଠାରେ ଇଷ୍ଟ ଲେକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବାର ବିଭିନ୍ନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜିନପିଙ୍ଗ ହୁବେଇ ପ୍ରୋଭିନ୍ସିଆଲ ମ୍ୟୁଜିୟମ୍‌ ପରିଦର୍ଶନ କରିଛନ୍ତି

April 27th, 03:45 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜିନପିଙ୍ଗ ଗୋଟିଏ ପରେ ଗୋଟିଏ ବୈଠକ କରିଛନ୍ତି ଏବଂ ଭାରତ-ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାର ପ୍ରକ୍ରିୟା ଉପରେ ବିଚାରବିମର୍ଶ କରିଛନ୍ତି ।

ଚୀନରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ

April 26th, 11:42 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ଉହାନରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ସହ ସାକ୍ଷାତ କରିବେ ଏବଂ ବର୍ତ୍ତମାନ ଏବଂ ଭବିଷ୍ୟତର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ଜାତୀୟ ବିକାଶ ଲାଗି ନିଜ ନିଜର ସଂକଳ୍ପ ଏବଂ ପ୍ରାଥମିକତା ବିଷୟରେ ଆଲୋଚନା କରିବେ ।

ଚୀନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

April 26th, 04:23 pm

ଏପ୍ରିଲ 27-28, 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଉଛନ୍ତି । ତାଙ୍କର ଚୀନ ଗସ୍ତ ପୂର୍ବରୁ ସେ ନିମ୍ନୋକ୍ତ ବିବୃତି ଜାରି କରିଛନ୍ତି ।