PM Modi meets Param Pujya Babhulgaonkar Maharaj

November 14th, 06:40 pm

Prime Minister Shri Narendra Modi today met Param Pujya Babhulgaonkar Maharaj widely respected for his noble thoughts and writing.

ପ୍ରଧାନମନ୍ତ୍ରୀ ରାମଧାରୀ ସିଂହ ଦିନକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

September 23rd, 05:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବିଶିଷ୍ଟ ଲେଖକ ଶ୍ରୀ ବୁଦ୍ଧଦେବ ଗୁହାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି

August 30th, 02:54 pm

ବିଶିଷ୍ଟ ଲେଖକ ଶ୍ରୀ ବୁଦ୍ଧଦେବ ଗୁହାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଖ୍ୟାତ କନ୍ନଡ ଲେଖକ ଡଃ ସିଦ୍ଦଲିଙ୍ଗାୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

June 11th, 08:55 pm

ପ୍ରଖ୍ୟାତ କନ୍ନଡ ଲେଖକ ଡଃ ସିଦ୍ଦଲିଙ୍ଗାୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଲେଖକୀୟ ଦକ୍ଷତା ଉପଯୋଗ କରି ଦେଶର ବୌଦ୍ଧିକ ପ୍ରବାହରେ ସାମିଲ ହେବାକୁ ଯୁବପୀଢିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

June 08th, 08:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବପୀଢିଙ୍କୁ 'YUVA: ଯୁବ ଲେଖକଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା' ସମ୍ପର୍କରେ ଅବଗତ ହେବାକୁ ଆହ୍ୱାନ ଦେଇଛନ୍ତି । ଭବିଷ୍ୟତର ନେତୃତ୍ୱ ପାଇଁ ଯୁବ ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରିବା ଏହି ଜାତୀୟ ଯୋଜନାର ଉଦ୍ଦେଶ୍ୟ ।

ଗୁରୁଦେବ ଟାଗୋରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

May 09th, 11:07 am

ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ପ୍ରଧାନମନ୍ତ୍ରୀ ଦେଇଥିବା ପୂର୍ଣ୍ଣାଙ୍ଗ ବାର୍ତ୍ତା

December 11th, 04:40 pm

ତାଙ୍କର କବିତା, ତାଙ୍କ ଦର୍ଶନ ଓ ତାଙ୍କ ଜୀବନୀ ଦେଖିଲେ ଜଣେ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ବାରାଣସୀ ସହିତ ତାଙ୍କ ନିବିଡ ସଂପର୍କ ଥିଲା । ଏବେ ସେହି ଆସନରୁ ପାର୍ଲାମେଣ୍ଟକୁ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ଏବେ ଦେଖିବାକୁ ପାଇଲି ତାଙ୍କର ରଚନାଗୁଡିକ ସଂଗୃହୀତ ହୋଇ 16 ଖଣ୍ଡରେ ପ୍ରକାଶିତ ହୋଇଛି । ମାତ୍ର 39 ବର୍ଷର ଏକ କ୍ଷୁଦ୍ର ଜୀବନରେ ସେ ଅନେକ କିଛି ଲେଖିଯାଇଛନ୍ତି । ସେ ଅନେକ କିଛି କାମ କରିଯାଇଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଛନ୍ତି । ଏକ ଗୌରବମୟ ଭବିଷ୍ୟତ ଆଡକୁ ଯିବା କ୍ଷେତ୍ରରେ ତାଙ୍କ ଲେଖା ଆମ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହିବ ।

ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧ

December 11th, 04:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ଉଦ୍‌ବୋଧନ ଦେବା ସହିତ ପ୍ରଖ୍ୟାତ୍‌ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣ୍ୟ ଭାରତୀ (ଭାରତୀୟାର)ଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଉତ୍ସବ ବନବିଲ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ମହାକବି ସୁବ୍ରମଣ୍ୟ ଭାରତୀଙ୍କ 138ତମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଛି । ଏହି ଅବସରରେ ଚଳିତବର୍ଷର ସମ୍ମାନଜନକ ଭାରତୀ ପୁରସ୍କାର ପାଇଥିବା ବିଶିଷ୍ଟ ବିଦ୍ୱାନ ଶ୍ରୀ ସିନି ବିଶ୍ୱନାଥନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ବିଶ୍ୱନାଥନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୟପୁର ପତ୍ରିକା ଗେଟ୍ ଉଦଘାଟନୀ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 08th, 10:30 am

ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ ମହାଶୟ, ରାଜସ୍ଥାନ ପତ୍ରିକାର ଗୁଲାବ କୋଠାରୀ ମହାଶୟ, ପତ୍ରିକା ଗ୍ରୁପର ଅନ୍ୟାନ୍ୟ କର୍ମଚାରୀଗଣ, ଗଣମାଧ୍ୟମର ସାଥୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!!!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁରରେ ପତ୍ରିକା ଗେଟ୍‌ ଉଦ୍‌ଘାଟିତ; ସମ୍ବାଦ ଉପନିଷଦ ଓ ଅକ୍ଷର ଯାତ୍ରା ପୁସ୍ତକ ଉନ୍ମୋଚିତ

September 08th, 10:29 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ନବନିର୍ମିତ ‘ପତ୍ରିକା ଗେଟ୍‌’କୁ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ସେ ଏହି ଗେଟକୁ ଉଦ୍‌ଘାଟନ କରିବା ସହିତ ‘ସମ୍ବାଦ ଉପନିଷଦ’ ଏବଂ ‘ଅକ୍ଷର ଯାତ୍ରା’ ନାମରେ ଦୁଇଖଣ୍ଡ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ପତ୍ରିକା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୁଲାବ କୋଠାରୀଙ୍କ ଦ୍ୱାରା ଏହି ଦୁଇଟି ପୁସ୍ତକ ରଚିତ ହୋଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବଉଦ୍‌ଘାଟିତ ଗେଟ୍‌ଟି ରାଜସ୍ଥାନର ସଂସ୍କୃତିକୁ ପ୍ରତିଫଳିତ କରୁଛି । ଏହା ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଦୃଷ୍ଟିଆକର୍ଷଣ କରିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 07th, 03:17 pm

ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

କେରଳର ତିରୁଭଲ୍ଲା ଶ୍ରୀ ରାମକୃଷ୍ଣ ବଚନାମୃତ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

February 21st, 04:55 pm

PM Modi addressed Sri Ramakrishna Vachanamrita Satram through video conferencing. The PM said India was a land blessed with a rich cultural and intellectual milieu. The PM said, “Whenever the history of human civilization entered into the era of knowledge, it is India that has always shown the way.” He added, “Sri Ramakrishna’s teachings are relevant to us today, when we are confronted with people who use religion, caste to pide & create animosity.”

PM condoles the demise of Indian social activist and writer Mahashweta Devi

July 28th, 05:55 pm



Delegation of artists and writers led by Shri Anupam Kher call on PM

November 07th, 07:32 pm