ମଣିପୁରବାସୀଙ୍କୁ ୫ଠତମ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 21st, 10:31 am
ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରର ଉଦବୋଧନ ଦେଇ ସେ ଏହି ମହିମାନ୍ୱିତ ଯାତ୍ରାରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତ୍ୟାଗ ଓ ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସେ ମଣିପୁରବାସୀଙ୍କ ଆଶା ଆକାଂକ୍ଷା ନେଇ ପ୍ରାଥମିକ ତଥ୍ୟ ହାସଲ କଲାପରେ ଯାଇ ଏହା ତାଙ୍କୁ ରାଜ୍ୟର ସମସ୍ୟା ସମାଧାନ ଦିଗରେ ବାଟ କଢ଼ାଇଥିଲା ବୋଲି ଦୃଢ଼ତାର ସହ ଦୋହରାଇଥିଲେ । ମଣିପୁରବାସୀ ସେମାନଙ୍କ ଆକାଂକ୍ଷିତ ଶାନ୍ତି ଫେରି ପାଇବା ଯୋଗୁ ସେ ଖୁସୀ ପ୍ରକଟ କରିଥିଲେ । ବନ୍ଦ ଓ ଅବରୋଧରୁ ମୁକ୍ତି ସହ ଶାନ୍ତି ପାଇଁ ମଣିପୁର ହକଦାର ବୋଲି ସେ କହିଥିଲେ ।ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 21st, 10:30 am
ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରର ଉଦବୋଧନ ଦେଇ ସେ ଏହି ମହିମାନ୍ୱିତ ଯାତ୍ରାରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତ୍ୟାଗ ଓ ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସେ ମଣିପୁରବାସୀଙ୍କ ଆଶା ଆକାଂକ୍ଷା ନେଇ ପ୍ରାଥମିକ ତଥ୍ୟ ହାସଲ କଲାପରେ ଯାଇ ଏହା ତାଙ୍କୁ ରାଜ୍ୟର ସମସ୍ୟା ସମାଧାନ ଦିଗରେ ବାଟ କଢ଼ାଇଥିଲା ବୋଲି ଦୃଢ଼ତାର ସହ ଦୋହରାଇଥିଲେ । ମଣିପୁରବାସୀ ସେମାନଙ୍କ ଆକାଂକ୍ଷିତ ଶାନ୍ତି ଫେରି ପାଇବା ଯୋଗୁ ସେ ଖୁସୀ ପ୍ରକଟ କରିଥିଲେ । ବନ୍ଦ ଓ ଅବରୋଧରୁ ମୁକ୍ତି ସହ ଶାନ୍ତି ପାଇଁ ମଣିପୁର ହକଦାର ବୋଲି ସେ କହିଥିଲେ ।Skill, reskill and upskill in order to remain relevant in the rapidly changing environment: PM
July 15th, 11:10 am
In his message to the Digital Skills Conclave held on the occasion of the World Youth Skills Day and the fifth anniversary of ‘Skill India’ mission, Prime Minister Modi exhorted the youth to Skill, Reskill and Upskill in order to remain relevant in the rapidly changing business environment and market conditions.Prime Minister, on the occasion of World Youth Skills Day, exhorts Youth to Skill, Reskill and Upskill
July 15th, 11:09 am
In his message to the Digital Skills Conclave held on the occasion of the World Youth Skills Day and the fifth anniversary of ‘Skill India’ mission, Prime Minister Modi exhorted the youth to Skill, Reskill and Upskill in order to remain relevant in the rapidly changing business environment and market conditions.PM to address on the occasion of World Youth Skills Day
July 14th, 09:08 pm
Prime Minister Shri Narendra Modi will deliver a video address on the occasion of World Youth Skills Day tomorrow. The day marks the 5th anniversary of the launch of Skill India Mission. A Digital Conclave is being organized by the Ministry of Skill Development and Entrepreneurship to mark the occasion.