ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
November 02nd, 10:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଅନୁଷ୍ଠିତ ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଉତ୍ସାହିତ କରିଛନ୍ତି ।୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା କୁସ୍ତି ଯୋଦ୍ଧା ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 19th, 06:48 pm
୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:୨୦ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 22nd, 10:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁ୨୦ ବିଶ୍ୱ ଚାମ୍ପିଅନସିପରେ ୧୬ ଟି ପଦକ (ପୁରୁଷ ଏବଂ ମହିଳା ଫ୍ରିଷ୍ଟାଇଲରେ ୭ ଟି କରି ଏବଂ ଗ୍ରୀକୋ-ରୋମାନରେ ୨) ପଦକ ଜିତିଥିବାରୁ ଭାରତୀୟ କୁସ୍ତି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ କୁସ୍ତି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 01st, 06:45 pm
ଇଟାଲିର ରୋମ ଠାରେ ଆୟୋଜିତ କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଦଳ (୧୭ ବର୍ଷରୁ କମ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ବିଜେତା ଅଂଶୁ ମଲିକ୍ ଏବଂ ସରିତା ମୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି
October 10th, 08:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ଅଂଶୁ ମଲିକଙ୍କୁ ରୌପ୍ୟ ଏବଂ ସରିତା ମୋରଙ୍କୁ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।