ଗରିବରୁ ଅତି ଗରିବ ବ୍ୟକ୍ତିଙ୍କ ବିକାଶ ହିଁ ଶାନ୍ତିର ପ୍ରକୃତ ପ୍ରତୀକ : ମନ କି ବାତ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 28th, 11:30 am

ମନ କି ବାତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କ ଦେଶ ପ୍ରତି ଅତୁଲ୍ୟ ଯୋଗଦାନ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ 'ଏକତାର ପ୍ରତିମୂର୍ତ୍ତି' ର ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଏହି ପ୍ରତିମୂର୍ତ୍ତି ସର୍ଦ୍ଦାର ପଟେଲଙ୍କ ଭଳି ମହାନ ନେତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ପ୍ରଧାନମନ୍ତ୍ରୀ ଏସୀୟ ପାରା ଗେମ୍ସ ଏବଂ ଗ୍ରୀଷ୍ମ ଅଲମ୍ପିକ୍ସର ବିଜେତାମାନଙ୍କ ସହିତ ହୋଇଥିବା ନିଜର ସାକ୍ଷାତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ ସେ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ମହାନ ସୈନିକମାନଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ଯେଉଁମାନେ ବୀରତାରେ ନିଜ ଜୀବନକୁ ବଳିଦାନ ଦେଇ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ ।

PM Modi and Israeli PM Netanyahu visit Indian War Cemetery in Haifa

July 06th, 02:00 pm

PM Modi and Israeli PM Netanyahu visited Indian War Cemetery in Haifa, Israel. The leaders paid homage to the Indian soldiers who sacrificed their lives during World War I to liberate Jerusalem.They also unveiled a plaque commemorating Major Dalpat Singh.