ପ୍ରଧାନମନ୍ତ୍ରୀ ଫେବୃଆରୀ ୧୬ ତାରିଖରେ ଟିଇଆରଆଇ ର ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଭାଷଣ ପ୍ରଦାନ କରିବେ

February 15th, 11:32 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୨ ଅପରାହ୍ନ ପ୍ରାୟ ୬ଘଟିବା ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଦି ଏନର୍ଜି ଆଣ୍ଡ ରିସୋର୍ସ ଇନ୍‍ଷ୍ଟିଟ୍ୟୁଟ (ଟିଇଆରଆଇ)ର ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀରେ ଉଦଘାଟନୀ ଭାଷଣ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ଫେବୃଆରୀ 10 ତାରିଖରେ ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ 2021 କୁ ଉଦଘାଟନ କରିବେ

February 08th, 05:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫେବୃଆରୀ 10 ତାରିଖ ଅପରାହ୍ନ 6.30ରେ ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ 2021 କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ସମ୍ମିଳନୀର ବିଷୟବସ୍ତୁ ହେଉଛି ଆମ ଭବିଷ୍ୟତର ପୁନଃ ନିର୍ଦ୍ଧାରଣ: ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ' । ଏହି ଅବସରରେ ଗୁଆନା ସମବାୟ ଗଣରାଜ୍ୟର ମହାମହିମ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲି; ପାପୁଆ ନ୍ୟୁ ଗିନିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଜେମ୍ସ ମାରାପେ; ମାଳଦ୍ୱୀପ ଗଣରାଜ୍ୟ ପିପୁଲସ ମଜଲିସ୍‍ର ବାଚସ୍ପତି ଶ୍ରୀ ମହମ୍ମଦ ନାସିଦ; ମିଳିତ ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଶ୍ରୀମତୀ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ରହିବେ ।

ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀ(ଡବ୍ଲ୍ୟୁଏସଡିଏସ-2018) ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 16th, 11:30 am

ମୁଁ ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀର ଉଦ୍ଘାଟନ କରି ଅତ୍ୟନ୍ତ ଖୁସି । ଆମ ସହ ସାମିଲ ହେବାକୁ ବିଦେଶରୁ ଆସିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରୁଛି । ଦିଲ୍ଲୀରେ ଆପଣମାନଙ୍କୁ ସ୍ୱାଗତ ।

ବିଶ୍ୱ ନିରନ୍ତର ବିକାଶ ସମ୍ମିଳନୀ-2018କୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

February 15th, 03:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜାତୀୟ ରାଜଧାନୀର ବିଜ୍ଞାନ ଭବନ ଠାରେ ବିଶ୍ୱ ନିରନ୍ତର ବିକାଶ ସମ୍ମିଳନୀର 2018 ସଂସ୍କରଣ (WSDS-2018)କୁ ଉଦ୍ଘାଟନ କରିବେ । ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (ଟିଇଆରଆଇ)ର ଏକ ଅଗ୍ରବାହକ(Flagship) ମଞ୍ଚ ଭାବେ WSDS କାର୍ଯ୍ୟ କରୁଛି । ଏହା ନିରନ୍ତର ବିକାଶ, ଶକ୍ତି ଏବଂ ପରିବେଶ କ୍ଷେତ୍ରର ବିଶ୍ୱ ନେତୃବୃନ୍ଦ ଏବଂ ବିଚାରକମାନଙ୍କୁ ଗୋଟିଏ ସାଧାରଣ ମଂଚରେ ଏକତ୍ର କରିବା ପାଇଁ ପ୍ରୟାସ କରିଆସୁଛି ।