ବିଶ୍ୱ ରେଡିଓ ଦିବସ ଅବସରରେ ରେଡିଓ ଶ୍ରୋତା ଓ ଏହି ଅତ୍ୟୁତ୍ତମ ମାଧ୍ୟମକୁ ସମୃଦ୍ଧ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

February 13th, 03:54 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ରେଡିଓ ଶ୍ରୋତା ଓ ଏହି ଅତ୍ୟୁତ୍ତମ ମାଧ୍ୟମକୁ ସୃଜନଶୀଳତା ଦ୍ୱାରା ସମୃଦ୍ଧ କରୁଥିବା ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଶ୍ୱ ରେଡିଓ ଦିବସରେ ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

February 13th, 10:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ରେଡିଓ ଏକ ଚମତ୍କାର ମାଧ୍ୟମ, ଯାହା ସାମାଜିକ ସଂଯୋଗକୁ ଦୃଢୀଭୂତ କରିଥାଏ ।

ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 13, 2018

February 13th, 08:03 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ବିଶ୍ୱ ରେଡିଓ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 13th, 01:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ପାଳନ ଅବସରରେ ରେଡିଓ ଜଗତ ସହ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତିବିଶେଷ, ଅନୁଷ୍ଠାନ, ସମ୍ବନ୍ଧୀତ ଉଦ୍ୟୋଗ ଏବଂ ବିରାଟ ଶ୍ରୋତା ମଣ୍ଡଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଶ୍ଵ ରେଡିଓ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 13th, 09:25 am

PM Narendra Modi extended his greetings on World Radio Day to all the radio lovers and to those working in the radio industry. Radio is a wonderful way to interact, learn and communicate. My own Mann Ki Baat experience has connected me with people across India, said the PM.