ତୃତୀୟ କୌଟିଲ୍ୟ ଅର୍ଥନୀତି ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 04th, 07:45 pm
ଯେତେବେଳେ ବିଶ୍ୱର ଦୁଇଟି ପ୍ରମୁଖ ଅଞ୍ଚଳ ଯୁଦ୍ଧ ସ୍ଥିତିରେ ଅଛି । ଚଳିତ ଥର ଏହି କନ୍କ୍ଲେଭ୍ ଏମିତି ସମୟରେ ଆୟୋଜନ କରାଯାଉଛି, ଏହି ଦୁଇଟି ଅଞ୍ଚଳ ବିଶ୍ୱ ଅର୍ଥନୀତି ପାଇଁ ବିଶେଷ ଶକ୍ତି ନିରାପତ୍ତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଆମେ ଏଠାରେ ‘ଭାରତୀୟ ଯୁଗ' ବିଷୟରେ ଆଲୋଚନା କରିବା ପାଇଁ ଏକାଠି ହୋଇଛୁ । ଏହା ଦର୍ଶାଉଛି ଯେ ଆଜି ଭାରତ ଉପରେ ବିଶ୍ୱାସ କିଛି ଅଲଗା ରହିଛି.... ଏହା ଦର୍ଶାଉଛି ଯେ ଆଜି ଭାରତର ଆତ୍ମବିଶ୍ୱାସ କିଛି ବିଶେଷ ଅଛି ।ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 04th, 07:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ ପକ୍ଷରୁ ଆୟୋଜିତ ଏହି କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍ ସବୁଜ ପରିବର୍ତ୍ତନ, ଭୂ-ଅର୍ଥନୈତିକ ବିଭାଜନ ଏବଂ ଅଭିବୃଦ୍ଧି ଉପରେ ପ୍ରଭାବ ଏବଂ ସ୍ଥିରତା ବଜାୟ ରଖିବା ପାଇଁ ନୀତିଗତ କାର୍ଯ୍ୟର ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବ।ବିଶ୍ୱ ଭିତ୍ତିଭୂମି ଓ ନିବେଶ ଏବଂ ଭାରତ-ମଧ୍ୟ-ପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ
September 09th, 09:40 pm
ନୂଆଦିଲ୍ଲୀରେ ୯ ସେପ୍ଟେମ୍ବର ୨୦୨୩ରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ମହାମହିମ ଶ୍ରୀ ଜୋ ବାଇଡେନ୍ ବିଶ୍ୱ ଭିତ୍ତିଭୂମି ଏବଂ ନିବେଶ (ପିଜିଆଇଆଇ) ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ ।ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ (ପିଜିଆଇଆଇ) ଏବଂ ଭାରତ ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ପାଇଁ ଭାଗିଦାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 09th, 09:27 pm
ଏହି ବିଶେଷ ଆୟୋଜନରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ବାଗତ। ମୋର ମିତ୍ର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହିତ ଏହି ଆୟୋଜନରେ ସହ ଅଧ୍ୟକ୍ଷତା କରିଥିବାରୁ ମୁଁ ଆନ୍ତରିକ ଖୁସୀ ଅନୁଭବ କରୁଛି। ଆଜି ଆମେ ସମସ୍ତେ ଗୋଟିଏ ମହତ୍ବପୂର୍ଣ୍ଣ ଐତିହାସିକ ବୁଝାମଣା ସମ୍ପନ୍ନ ହୋଇଥିବା ଦେଖୁଛୁ। ଆଗାମୀ ସମୟରେ ଏହା ଭାରତ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ଏକୀକରଣର ପ୍ରଭାବଶାଳୀ ମାଧ୍ୟମ ହେବ। ଏହା ସମଗ୍ର ବିଶ୍ବରେ ସଂଯୋଗୀକରଣ ଏବଂ ବିକାଶକୁ ଏକୀକରଣର ଦିଗ ପ୍ରଦାନ କରିବ।NDA today stands for N-New India, D-Developed Nation and A-Aspiration of people and regions: PM Modi
July 18th, 08:31 pm
PM Modi during his address at the ‘NDA Leaders Meet’ recalled the role of Atal ji, Advani ji and the various other prominent leaders in shaping the NDA Alliance and providing it the necessary direction and guidance. PM Modi also acknowledged and congratulated all on the completion of 25 years since the establishment of NDA in 1998.ଏନଡିଏ ନେତାଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
July 18th, 08:30 pm
'ଏନଡିଏ ନେତା ସମ୍ମିଳନୀ'ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଏନଡିଏ ମେଣ୍ଟ ଗଠନରେ ଅଟଳଜୀ, ଆଡଭାନୀଜୀ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ଭୂମିକାକୁ ସ୍ମରଣ କରିଥିଲେ ଏବଂ ଏହାକୁ ଆବଶ୍ୟକ ଦିଗ ଏବଂ ମାର୍ଗଦର୍ଶନ ପ୍ରଦାନ କରିଥିଲେ । 1998 ରେ ଏନଡିଏ ପ୍ରତିଷ୍ଠା ହୋଇଥିଲା ,ଏବଂ ଏବେ 25 ବର୍ଷ ପୂର୍ତ୍ତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ସ୍ୱୀକାର କରିବା ସହ ଅଭିନନ୍ଦନ ଜଣାଇଥିଲେ ।ଅଷ୍ଟ୍ରେଲିଆର ସିଡନୀ ଠାରେ ସାମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 23rd, 08:54 pm
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏବଂ ମୋର ପ୍ରିୟ ମିତ୍ର, ମହାମହିମ, ଆନ୍ଥୋନୀ ଆଲବାନିସ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାମହିମ ସ୍କଟ୍ ମାରିସନ, ନିଉ ସାଉଥ୍ ୱେଲ୍ସର ପ୍ରିମିୟର କ୍ରିସ୍ ମିନ୍ସ, ବୈଦେଶିକ ମନ୍ତ୍ରୀ ପେନୀ ବୋଂଗ, ସଞ୍ଚାର ମନ୍ତ୍ରୀ ମିଶେଲ ରୋଲେଣ୍ଡ, ଶକ୍ତି ମନ୍ତ୍ରୀ କ୍ରିସ୍ ବୋବେନ, ବିରୋଧୀ ଦଳ ନେତା ପିଟର ଡଟନ, ସହଯୋଗୀ ବୈଦେଶିକ ମନ୍ତ୍ରୀ ଟିମ୍ ୱାଟ୍ସ, ନିଉ ସାଉଥ୍ ୱେଲ୍ସର ସମସ୍ତ ଆଦରଣୀୟ ସଦସ୍ୟ, ପେରାମାଟାର ସଂସଦ ସଦସ୍ୟ ଡକ୍ଟର ଏଣ୍ଡୟୁ ଚାର୍ଲଟନ, ଏଠାରେ ଉପସ୍ଥିତ ଅଷ୍ଟ୍ରେଲିଆର ସମସ୍ତ ସାଂସଦ ସଦସ୍ୟ, ମେୟର, ଡେପୁଟି ମେୟର, କାଉନସିଲର୍ସ ଏବଂ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟ, ଯେଉଁମାନେ ଆଜି ଏତେ ବିଶାଳ ସଂଖ୍ୟାରେ ଉପସ୍ଥିତ ଅଛନ୍ତି, ଆପଣ ସମସ୍ତଙ୍କୁ ମୋର ନମସ୍କାର!ଅଷ୍ଟ୍ରେଲିଆର ସିଡନୀରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
May 23rd, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ୨୩ ମେ’୨୦୨୩ ଦିନ ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି ।ଭାରତ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ହବ୍ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ
May 01st, 03:43 pm
ବିଶ୍ବ ବ୍ୟାଙ୍କର LPI ୨୦୨୩ ରିପୋର୍ଟ ଅନୁଯାୟୀ ବନ୍ଦର ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ବନ୍ଦରର ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି ବିଷୟରେ ଟୁଇଟ୍ କରିଛି।ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
April 22nd, 07:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।ଜଳବାୟୁ ପରିବର୍ତନର ମୁକାବିଲାକୁ ନେଇ ବିଶ୍ୱ ବ୍ୟାଙ୍କର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତାର ଓଡିଆ ଅନୁବାଦ
April 15th, 09:45 am
ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ, ମରକ୍କୋର ଉର୍ଜା ରୁପାନ୍ତରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ମନ୍ତ୍ରୀ ମହୋଦୟା, ମୋ କ୍ୟାବିନେଟର ସହଯୋଗୀ ନିର୍ମଳା ସୀତାରମଣ ଜୀ, ଲର୍ଡ ନିକୋଲସ ଷ୍ଟର୍ଣ୍ଣ, ପ୍ରଫେସର ସନଷ୍ଟିନ ଏବଂ ଅନ୍ୟ ବିଶିଷ୍ଟ ଅତିଥିବୃନ୍ଦ!ପ୍ରଧାନମନ୍ତ୍ରୀଙ୍କ ବିଶ୍ୱବ୍ୟାଙ୍କ କାର୍ଯ୍ୟକ୍ରମରେ ଅଭିଭାଷଣ
April 15th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୫-୦୪-୨୦୨୩) ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଉଦବୋଧନ ଦେଇଛନ୍ତି । କାର୍ଯ୍ୟକ୍ରମର ବିଷୟ ହେଉଛି ଏହାକୁ ନିଜର କରିନିଅ: ବ୍ୟାବହାରିକ ପରିବର୍ତ୍ତନ କିପରି ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିପାରିବ । ପ୍ରଧାନମନ୍ତ୍ରୀ ବିଷୟବସ୍ତୁ ନେଇ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଥିବା ସ୍ୱୀକାର କରିବା ସହ ଏହା ଏକ ବୈଶ୍ୱିକ ଅଭିଯାନ ହୋଇ ଉଠିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
April 21st, 10:56 pm
ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହ, ପି. କେ. ମିଶ୍ର ମହୋଦୟ, ରାଜୀବ ଗୌବା ମହୋଦୟ, ଶ୍ରୀ ବି. ଶ୍ରୀନିବାସନ ମହୋଦୟ ଏବଂ ଏଠାରେ ଉପସ୍ଥିତ ପ୍ରଶାସନିକ ସେବାର ସମସ୍ତ ସଦସ୍ୟ ଏବଂ ଭର୍ଚୁଆଲ ମାଧ୍ୟମରେ ସମଗ୍ର ଦେଶରୁ ଯୋଡି ହୋଇଥିବା ବନ୍ଧୁଗଣ, ଭାଇ ଓ ଭଉଣୀମାନେ, ପ୍ରଶାସନିକ ସେବା ଦିବସ ଅବସରରେ ଆପଣ ସମସ୍ତ କର୍ମଯୋଗୀମାନଙ୍କୁ ଅନେକ ଅନେକ ଶୁଭକାମନା । ଆଜି ଯେଉଁ ବନ୍ଧୁମାନଙ୍କୁ ଏହି ପୁରସ୍କାର ମିଳିଛି, ସେମାନଙ୍କୁ, ସେମାନଙ୍କ ପୁରା ଟିମକୁ ଏବଂ ସେହି ରାଜ୍ୟକୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ । କିନ୍ତୁ ମୋର ଏହି ଅଭ୍ୟାସ ଟିକେ ଭଲ ନୁହେଁ ।ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
April 21st, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି. କେ ମିଶ୍ର, କ୍ୟାବିନେଟ୍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।ଗାନ୍ଧୀନଗର ବିଦ୍ୟାଳୟ ନିମନ୍ତେ ଉଦ୍ଦିଷ୍ଟ ବିଦ୍ୟା ସମୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
April 18th, 08:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮.୪.୨୦୨୨) ଦିନ ଗାନ୍ଧିନଗରଠାରେ ବିଭିନ୍ନ ବିଦ୍ୟାଳୟ ନିୟନ୍ତ୍ରଣ କେନ୍ଦ୍ର ବିଦ୍ୟା ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକଳାପ, ଭିଡିଓ ୱାଲ, ବିଭିନ୍ନ ବିଭାଗର ପରୀକ୍ଷାମୂଳକ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଏକ ଦୃଶ୍ୟଶ୍ରାବ୍ୟ ପରୀକ୍ଷାମୂଳକ ପ୍ରଦର୍ଶନ ଜରିଆରେ ମଧ୍ୟ ବିଭିନ୍ନ ବିଷୟ ଅବଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଏପ୍ରିଲ ୧୮ରୁ ୨୦ଯାଏ ଗୁଜରାଟ ଗସ୍ତରେ ଯିବେ
April 16th, 02:36 pm
ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। ଏପ୍ରିଲ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସ୍କୁଲ ସମୂହ ପାଇଁ ନିର୍ମିତ ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’କୁ ବୁଲି ଦେଖିବେ । ଏପ୍ରିଲ ୧୯ତାରିଖ ପୂର୍ବାହ୍ନ ପ୍ରାୟ୯ଟା ୪୦ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ବନାସକାଣ୍ଠା ଜିଲ୍ଲାର ଦିୟୋଦରଠାରେ ‘ବନାସ ଡେରୀ ସଂକୁଳ’ ର ବିବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭ ଦେବେ । ଏହାପରେ ସେଦିନ ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧର ବୈଶ୍ୱିକ କେନ୍ଦ୍ରର ଶୁଭ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ’’ କରିବା ଲାଗି ୮୦୮ ନିୟୁତ ଆମେରିକୀୟ ଡଲାର ଅର୍ଥ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍
March 30th, 02:23 pm
‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଆରଏଏମପି ଯୋଜନାକୁ ମଞ୍ଜୁରି ମିଳିଛି । ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ ।Cabinet approves Rs. 5718 crore World Bank aided project STARS
October 14th, 06:34 pm
Union Cabinet chaired by the PM Modi has approved implementation of the STARS project with a total project cost of Rs 5718 crore with the financial support of World Bank amounting to US $500 million. It also approved setting up and support to the National Assessment Centre, PARAKH.There has never been a better time to invest in India: PM Modi
July 22nd, 10:33 pm
Prime Minister Narendra Modi delivered the keynote address at the India Ideas Summit hosted by the US-India Business Council. Prime Minister underlined that there are extensive opportunities to invest in a variety of sectors in India. He talked about the historic reforms recently undertaken in sectors like agriculture, healthcare, energy, defence, etc.PM Modi addresses India Ideas Summit via video conferencing
July 22nd, 09:26 pm
Prime Minister Narendra Modi delivered the keynote address at the India Ideas Summit hosted by the US-India Business Council. Prime Minister underlined that there are extensive opportunities to invest in a variety of sectors in India. He talked about the historic reforms recently undertaken in sectors like agriculture, healthcare, energy, defence, etc.