ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
March 08th, 08:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।ରାଷ୍ଟ୍ରପତିଙ୍କ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
March 08th, 07:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଲେଖ୍ୟ ଆଜି ଶେୟାର କରିଛନ୍ତି । ଏହି ଆଲେଖ୍ୟ ‘ସମସ୍ତଙ୍କ ମହିଳାଙ୍କ କାହାଣୀ, ମୋ କାହାଣୀ- କାହିଁକି ମୁଁ ପୁରୁଷ- ମହିଳା ସମାନତା ନେଇ ଆଶାବାଦୀ’ରେ ଭାରତୀୟ ମହିଳାଙ୍କ ଅବଦମିତ ଭାବନା ଓ ତାଙ୍କ ନିଜ ଜୀବନଯାତ୍ରା ସମ୍ପର୍କରେ ଉଲ୍ଲେଖ ରହିଛି ।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଚ୍ଛରେ ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 08th, 06:03 pm
ମୁଁ ଆପଣ ସମସ୍ତଙ୍କୁ, ଦେଶର ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆପଣମାନଙ୍କ ପରି ଦେଶର ମହିଳା ସନ୍ଥ ଏବଂ ସାଧ୍ୱୀମାନଙ୍କ ଦ୍ୱାରା ଏହି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କଚ୍ଛଠାରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 08th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।ମହିଳା ଦିବସରେ ମହିଳା ଉଦ୍ୟୋଗୀମାନଙ୍କ ଠାରୁ ସାମଗ୍ରୀ କିଣିଲେ ପ୍ରଧାନମନ୍ତ୍ରୀ
March 08th, 02:00 pm
ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ ଉଦ୍ୟୋଗୀଙ୍କଠାରୁ ସାମଗ୍ରୀ କିଣିଥିଲେ । ମହିଳା ଉଦ୍ୟୋଗୀ ଏବଂ ଆତ୍ମନିର୍ଭର ଭାରତକୁ ଏକ ଉତ୍ସାହ ଦେବା ପାଇଁ ଏହା ଏକ ପ୍ରୟାସ ।ଆନ୍ତର୍ଜାତିକ ମହିଳା ଦିବସରେ ନାରୀ ଶକ୍ତିକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
March 08th, 09:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ।ନାରୀ ଶକ୍ତି ବିଜେତାଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ
March 07th, 01:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗଠାରେ ନାରୀ ଶକ୍ତି ବିଜେତାଙ୍କ ସହ ମତ ବିନିମୟ କରିବେ ।ପ୍ରଧାନମନ୍ତ୍ରୀ ମୋଦୀ ଏହି କାରଣରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଛାଡ଼ିବା ବିଷୟରେ ଟ୍ୱିଟ କରିଥିଲେ ...
March 03rd, 01:43 pm
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେବାକୁ ଚିନ୍ତା କରୁଥିବା କହିଛନ୍ତି । ସେ କହିଛନ୍ତି ଯେ, ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାମାନଙ୍କୁ ଦେବେ ଯାହାଙ୍କ ଜୀବନ ଏବଂ କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ | ସେ ମାର୍ଚ୍ଚ 8 ,ରବିବାର ଦିନ ଅର୍ଥାତ 'ମହିଳା ଦିବସ' ଦିନ ତାଙ୍କ ଆକାଉଣ୍ଟ ଦେବେ |The progress of humanity is incomplete without the empowerment of women.
March 08th, 11:59 pm
Prime Minister Narendra Modi’s thoughts and vision on women have always been very clear. He is convinced this matter is not about ‘Women Development’ anymore but is of ‘Women-Led Development’ within which a wide spectrum of issues from economic development to social justice are covered.ସୋସିଆଲ ମିଡିଆ କର୍ଣ୍ଣର 7 ମାର୍ଚ୍ଚ 2017
March 08th, 08:16 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଆନ୍ତର୍ଜାତିକ ମହିଳା ଦିବସରେ ନାରୀଶକ୍ତିକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
March 08th, 09:08 am
The Prime Minister Shri Narendra Modi saluted the spirit of 'Nari Shakti' on International Women's Day.ସୋସିଆଲ ମିଡିଆ କର୍ଣ୍ଣର 26 ଫେବୃୟାରୀ 2017
February 26th, 07:27 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ 26.02.2017
February 26th, 11:33 am
PM Narendra Modi today addressed the nation through his Mann Ki Baat. PM spoke on a wide range of topics - achievements of ISRO, digitization, cleanliness, pyang and women empowerment. The Prime Minister also said that attraction of Science for our young generation should increase and the country needs more and more scientists.PM interacts with recipients of Stree Shakti Puraskar and Nari Shakti Puraskar - 2014
March 08th, 07:11 pm
PM interacts with recipients of Stree Shakti Puraskar and Nari Shakti Puraskar - 2014Office Bearers of BJP Mahila Morcha call on PM
March 08th, 07:00 pm
Office Bearers of BJP Mahila Morcha call on PMText of PM's Message on International Women's Day
March 08th, 09:45 am
Text of PM's Message on International Women's Day2nd round of Chai Pe Charcha held...Narendra Modi interacts with women from over 1500 locations across India
March 08th, 08:46 pm
2nd round of Chai Pe Charcha held...Narendra Modi interacts with women from over 1500 locations across India