Tribal society is the one that led the fight for centuries to protect India's culture and independence: PM Modi
November 15th, 11:20 am
PM Modi addressed Janjatiya Gaurav Diwas, emphasizing India's efforts to empower tribal communities, preserve their rich heritage, and acknowledge their vital role in nation-building.ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 11:00 am
ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 07th, 01:28 pm
'ପୂର୍ବ ଏସିଆ ଶିଖର ସମ୍ମିଳନୀ’ରେ ପୁଣି ଥରେ ଅଂଶଗ୍ରହଣ କରି ମୁଁ ଆନନ୍ଦିତ। ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହାବ୍ୟତୀତ ଏହି ବୈଠକରେ ମୁଁ ତିମୋର-ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସ୍ମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
September 07th, 11:47 am
ପ୍ରଧାନମନ୍ତ୍ରୀ ୭ ସେପ୍ଟେମ୍ବର ୨୦୨୩ରେ ଜାକର୍ତ୍ତାଠାରେ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଥିଲେ ।୨୦ତମ ଏସିଆନ - ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଭାଷଣ
September 07th, 10:39 am
ଏହି ପରିପ୍ରେକ୍ଷୀରେ , ଭାରତ - ଏସିଆନ୍ ଶିଖର ସମ୍ମିଳନୀର ସହ - ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 23rd, 03:30 pm
ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
August 18th, 02:15 pm
ଭାରତର ୧୪୦ କୋଟି ଲୋକଙ୍କ ତରଫରୁ, ମୁଁ ଆପଣମାନଙ୍କୁ ଭାରତ ଏବଂ ମୋର ନିଜ ରାଜ୍ୟ ଗୁଜରାଟକୁ ସ୍ୱାଗତ କରୁଛି । ଆପଣଙ୍କୁ ସ୍ୱାଗତ କରିବା ରେ ମୋ ସହିତ ଭାରତରେ ୨.୪ ନିୟୁତ ଡାକ୍ତର, ୩.୫ ନିୟୁତ ନର୍ସ, ୧.୩ ନିୟୁତ ପାରାମେଡିକ୍ସ, ୧.୬ ନିୟୁତ ଫାର୍ମାସିଷ୍ଟ ଏବଂ ଅନ୍ୟ ଲକ୍ଷ ଲକ୍ଷ ଲୋକ ଅଛନ୍ତି ।ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 18th, 01:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ଜେନେରାଲ୍ ଡ. ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସସ୍ ଙ୍କୁ ଭାରତରେ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
August 16th, 02:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ୍ ଡକ୍ଟର ଟେଡ୍ରୋସ ଆଧାନୋମ୍ ଘେବ୍ରେୟେସସ୍ ଙ୍କୁ ଭାରତକୁ ସ୍ୱାଗତ କରିଛନ୍ତି। ଡକ୍ଟର ଟେଡ୍ରୋସଙ୍କ ପାଇଁ ଶ୍ରୀ ମୋଦୀ 'ତୁଲସୀ ଭାଇ' ନାମ ବ୍ୟବହାର କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ତାଙ୍କର ଶେଷ ଗସ୍ତରେ ଡାଇରେକ୍ଟର ଜେନେରାଲଙ୍କୁ ଦେଇଥିଲେ।ଗୋଆରେ ନବମ ବିଶ୍ୱ ଆୟୂର୍ବେଦ କଂଗ୍ରେସର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 11th, 04:15 pm
ମୁଁ ଗୋଆର ମନୋରମ ଧରଣୀରେ ବିଶ୍ୱ ଆୟୂର୍ବେଦ କଂଗ୍ରେସ ପାଇଁ ଦେଶ- ବିଦେଶରୁ ଆସି ଏକତ୍ରିତ ହୋଇଥିବା ଆପଣ ସମସ୍ତ ସାଥୀମାନଙ୍କୁ ସ୍ୱାଗତ ଜଣାଉଛି । ବିଶ୍ୱ ଆୟୂର୍ବେଦ କଂଗ୍ରେସର ସଫଳତା ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଶୁଭକାମନା ଜଣାଉଛି । ଏହି ଆୟୋଜନ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତର ସ୍ବାଧୀନତାର ଅମୃତକାଳର ଯାତ୍ରାର ଆରମ୍ଭ ହୋଇଛି । ଆମର ଜ୍ଞାନ- ବିଜ୍ଞାନ ଏବଂ ସାଂସ୍କୃତିକ ଅନୁଭବ ଦ୍ୱାରା ବିଶ୍ୱ କଲ୍ୟାଣର ସଂକଳ୍ପ ହେଉଛି ଅମୃତକାଳର ଏକ ବଡ଼ ଲକ୍ଷ୍ୟ । ଆଉ, ଆୟୂର୍ବେଦ ହେଉଛି ଏଥିପାଇଁ ଏକ ସୁଦୃଢ଼ ଏବଂ ପ୍ରଭାବୀ ମାଧ୍ୟମ । ଭାରତ ଚଳିତ ବର୍ଷ ଜି-20 ସମୁହର ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛି । ଆମେ ଜି-20 ଶିଖର ସମ୍ମିଳନୀର ଥିମ୍ ମଧ୍ୟ ରଖିଛୁ- ‘ଏକ ପୃଥିବୀ, ଏକ ପରିବାର,ଏକ ଭବିଷ୍ୟତ’ (ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର)! ଏହି ବିଷୟଗୁଡ଼ିକ ଉପରେ ଆପଣ ସମସ୍ତେ ବିଶ୍ୱ ଆୟୂର୍ବେଦ କଂଗ୍ରେସର ଏହି ଆୟୋଜନ ସମୟରେ ମଧ୍ୟ ଚର୍ଚ୍ଚା କରିବେ, ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ପାଇଁ ବିଚାର ବିମର୍ଷ କରିବେ । ମୁଁ ଖୁସି ଯେ ବିଶ୍ୱର 30ରୁ ଅଧିକ ଦେଶଗୁଡ଼ିକ ଆୟୂର୍ବେଦକୁ ପାରମ୍ପରିକ ଔଷଧର ଏକ ବ୍ୟବସ୍ଥା ଭାବେ ମାନ୍ୟତା ଦେଇ ସାରିଛନ୍ତି । ଆମ୍ଭମାନଙ୍କୁ ମିଳିମିଶି ଏହାକୁ ଆହୁରି ଅଧିକରୁ ଅଧିକ ଦେଶମାନଙ୍କ ପାଖରେ ପହଂଚାଇବାକୁ ହେବ, ଆୟୂର୍ବେଦକୁ ମାନ୍ୟତା ଦେବାକୁ ପଡ଼ିବ ।PM addresses valedictory function of 9th World Ayurveda Congress
December 11th, 04:00 pm
PM Modi addressed the valedictory function of the 9th World Ayurveda Congress. He also inaugurated three National Ayush Institutes. Dwelling upon the philosophical underpinnings of Ayurveda the PM said, Ayurveda goes beyond treatment and promotes wellness, as he pointed out that the world is shifting towards this ancient way of life after going through various changes in trends.Our youth should be skilled, confident and practical, NEP is preparing the ground for this: PM Modi
July 07th, 02:46 pm
PM Modi inaugurated Akhil Bhartiya Shiksha Samagam on implementation of the National Education Policy in Varanasi. The Prime Minister said that the basic premise of the National Education Policy was to take education out of narrow thinking and connect it with the modern ideas of the 21st century.PM inaugurates Akhil Bhartiya Shiksha Samagam on implementation of NEP
July 07th, 02:45 pm
PM Modi inaugurated Akhil Bhartiya Shiksha Samagam on implementation of the National Education Policy in Varanasi. The Prime Minister said that the basic premise of the National Education Policy was to take education out of narrow thinking and connect it with the modern ideas of the 21st century.Prime Minister’s remarks at the session on ‘Stronger Together: Addressing Food Security and Advancing Gender Equality’ at G7 Summit in Germany
June 27th, 11:59 pm
At the session on ‘Stronger Together: Addressing Food Security and Advancing Gender Equality’ during G7 Summit, PM Modi remarked, India has always been in favour of peace. Even in the present situation, we have constantly urged for the path of dialogue and diplomacy.ଜର୍ମାନୀରେ ଜି-୭ ଶିଖର ସମ୍ମିଳନୀରେ ‘ଉନ୍ନତ ଭବିଷ୍ୟତରେ ନିବେଶ: ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ’ ସମ୍ପର୍କିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 27th, 07:47 pm
ଜର୍ମାନୀରେ ଜି-୭ ଶିଖର ସମ୍ମିଳନୀରେ ‘ଉନ୍ନତ ଭବିଷ୍ୟତରେ ନିବେଶ: ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ’ ସମ୍ପର୍କିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣDemocracy is in DNA of every Indian: PM Modi
June 26th, 06:31 pm
PM Modi addressed and interacted with the Indian community in Munich. The PM highlighted India’s growth story and mentioned various initiatives undertaken by the government to achieve the country’s development agenda. He also lauded the contribution of diaspora in promoting India’s success story and acting as brand ambassadors of India’s success.ଜର୍ମାନୀର ମୁନିଚରେ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
June 26th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁନିଚର ଅଡି ଡୋମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା ଏବଂ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ ।ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
June 22nd, 06:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ୨୩-୨୪ ଜୁନ୍, ୨୦୨୪ରେ ଚୀନ୍ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ । ସମ୍ମିଳନୀ ଅବସରରେ ଜୁନ 24 ତାରିଖରେ ଅତିଥି ରାଷ୍ଟ୍ରମାନଙ୍କୁ ନେଇ ବିଶ୍ବ ଘଟଣାକ୍ରମ ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ ।Prime Minister’s participation in the 14th BRICS Summit
June 21st, 03:00 pm
At the invitation of President Xi Jinping, Prime Minister Shri Narendra Modi will be attending the 14th BRICS Summit hosted by China in virtual format on 23-24 June 2022. This includes a High Level Dialogue on Global Development with guest countries on June 24.ଅହମ୍ମଦାବାଦର ବୋପଲ ଠାରେ ଇନ-ସ୍ପେସ୍ ମୁଖ୍ୟାଳୟର ଉଦଘାଟନ ଉବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 10th, 08:51 pm
ନମସ୍କାର! କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଏବଂ ଏହି କ୍ଷେତ୍ରର ସାଂସଦ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଗୁଜରାଟର ଲୋକପ୍ରିୟ ଏବଂ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଜୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଜୀ, ସଂସଦରେ ମୋର ସାଥୀ ଶ୍ରୀ ସି. ଆର୍. ପାଟିଲ, ଇନ୍-ସ୍ପେଶର ଚେୟାରମ୍ୟାନ୍ ପବନ ଗୋଏଙ୍କା ଜୀ, ସ୍ପେସ ବିଭାଗର ସଚିବ ଶ୍ରୀ ଏସ. ସୋମନାଥ ଜୀ। ଭାରତର ସ୍ପେସ୍ ଉଦ୍ୟୋଗର ସମସ୍ତ ପ୍ରତିନିଧି, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ।