ସରକାରଙ୍କ ଅଧୀନରେ ବିକାଶ ଯାତ୍ରାକୁ ଦର୍ଶାଉଥିବା ୱେବସାଇଟ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ

May 30th, 09:58 am

ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଲୋକେ କିପରି ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ତାହା ଦେଖିବା ପାଇଁ ଏହି ୱେବସାଇଟକୁ ଯିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି ।

During Kargil War, Indian Army showed its might to the world: PM Modi during Mann Ki Baat

July 26th, 11:30 am

During Mann Ki Baat, PM Modi paid rich tributes to the martyrs of the Kargil War, spoke at length about India’s fight against the Coronavirus and shared several inspiring stories of self-reliant India. The Prime Minister also shared his conversation with youngsters who have performed well during the board exams this year.

13ଟି ଭାଷାରେ ଉପଲବ୍ଧ ହେଲା ପିଏମଇଣ୍ଡିଆ ବହୁଭାଷୀ ୱେବସାଇଟ

January 01st, 03:29 pm

ଏହି ଦୁଇଟି ଭାଷାଭିତ୍ତିକ ୱେବସାଇଟକୁ ମିଶାଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟ ଏବେ 11 ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉଛି । ଏହି ଆଞ୍ଚଳିକ ୱେବସାଇଟଗୁଡିକ ହେଲା – ଅହମିୟ/ଆସାମୀ, ବଙ୍ଗଳା, ଗଜରାଟୀ, କନ୍ନାଡା, ମାଲୟାଲାମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ୱେବସାଇଟ । ଏଥିସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ପ୍ରମୁଖ ୱେବସାଇଟ ଉପଲବ୍ଧ ହେଉଛି ।

Need of the hour is to focus on application of science and technology: PM Modi

May 10th, 12:05 pm

At an event to mark introduction of digital filing as a step towards paperless Supreme Court, PM Narendra Modi emphasized the role of technology. PM urged to put to use latest technologies to provide legal aid to the poor. He added that need of the hour was to focus on application of science and technology.

ପେପରମୁକ୍ତ ସୁପ୍ରିମକୋର୍ଟ ପାଇଁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୁପ ଡିଜିଟାଲ୍ ଆବେଦନ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

May 10th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମକୋର୍ଟରେ ପେପରମୁକ୍ତ କାର୍ଯ୍ୟ କରିବା ଲାଗି ସୁପ୍ରିମକୋର୍ଟ ୱେବସାଇଟରେ ଇଂଟିଗ୍ରେଟେଡ୍ କେସ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ବ୍ୟବସ୍ଥାର ଅପଲୋଡ୍ କରିଥିଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ଭାରତର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍ ଜେଏସ୍ ଖେହର ଗତ ଏପ୍ରିଲ୍ 2 ତାରିଖରେ ଅନୁଷ୍ଠିତ ଆହ୍ଲାବାଦ ହାଇକୋର୍ଟର 150 ବର୍ଷ ପୂର୍ତ୍ତି ଘଟଣାର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କୋର୍ଟ କାର୍ଯ୍ୟକୁ ଅଧିକ ସହଜ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ନୋଲଜି ବ୍ୟବହାର କରିବା ଲାଗି ଜୋର ଦେଇଥିଲେ ।

PMOIndia website goes Multi-lingual

May 29th, 01:20 pm